ବିଜେପିର ମୋ ବୁଥ ସବୁଠୁ ମଜୋବୁଦ କାର୍ଯ୍ୟକ୍ରମରେ ଜୁଏଲ ଓରାମ

July 01, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ବିଜେପିର ମୋ ବୁଥ ସବୁଠୁ ମଜୋବୁଦ କାର୍ଯ୍ୟକ୍ରମରେ ଜୁଏଲ ଓରାମ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
July 01, 2023

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ହାଟପଦା ଠାରେ ବିଜେପିର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପିର ମୋ ବୁଥ ସବୁଠୁ ମଜୋବୁଦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ,ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସି ପାତ୍ର,କାସୀନଗର ବ୍ଲକ ଅଧ୍ୟକ୍ଷ ସିଏଚ ସୀମାଦ୍ରୀ,ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ବିଶୋଇ,ମୋଇବିତା ଭୂୟାଁ,ଇସମତି ଭୂୟାଁ ଯୋଗ ଦେଇଥିଲେ।ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ବୁଥ ସ୍ତରରୁ ବିଧାନସଭା କ୍ଷେତ୍ର ସ୍ତର ପର୍ଯ୍ୟନ୍ତ ସଙ୍ଗଠନ କୁ ସୁଦୃଢ ହେବ ସେ ସମ୍ପର୍କରେ ଆଲୋଚନା ହେବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୈଠକ ଉପସ୍ଥିତ ଥିବା କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ଜୁଏଲ।କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ସ୍ତରର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶଶୁର ଘରୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ପାଇ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତା

ଶଶୁର ଘରୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ପାଇ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତା

Read More...

ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି- ଦକ୍ଷିଣାଞ୍ଚଳ ଆଇ.ଜି

ସ୍ୱର୍ଗତ ଜଗନମୋହନଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି- ଦକ୍ଷିଣାଞ୍ଚଳ ଆଇ.ଜି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: