କଂଗ୍ରେସ ପକ୍ଷରୁ ଘୋଷଣା ହେଲା ନିର୍ବାଚନୀ ଇସ୍ତାହାର

April 02, 2019, ରାଜନୀତି, , Bhagyaprabha News Bureau
କଂଗ୍ରେସ ପକ୍ଷରୁ ଘୋଷଣା ହେଲା ନିର୍ବାଚନୀ ଇସ୍ତାହାର
Bhagyaprabha News Bureau
April 02, 2019

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଇସ୍ତାହାର । ଏହାର ନାମ ରଖାଯାଇଛି ଜନ ଆୱାଜ । ଦାରିଦ୍ର ବିରୁଦ୍ଧରେ ଯୁଦ୍ଧ , କୃଷି ପାଇଁ ସ୍ୱତନ୍ତ୍ର ବଜେଟ , ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ଗୁରୁତ୍ୱପୁର୍ଣ୍ଣ ବଷୟକୁ ନିଜ ଇସ୍ତହାରରେ ଗୁରୁତ୍ୱ ଦେଇଛି ଜାତୀୟ କଂଗ୍ରେସ । କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଏହି ଇସ୍ତାହାର । ପୁର୍ବରୁ କଂଗ୍ରେସ ଘୋଷଣା କରିଥିଲା ଯେ , ଯଦି ତାକୁ ଜନାଦେଶ ମିଳେ ନ୍ୟାୟ ଯୋଜନାରେ ଗରିବ ଙ୍କୁ ୭୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବର୍ଷକୁ ୨୨ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଚନ୍ତି ରାହୁଲ । ଏହି ଘଷଣା ସମୟରେ ଉପସ୍ଥିତ ଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ଜମିଲାଣି ପ୍ରାର୍ଥୀଙ୍କ ପ୍ରଚାର

ଦିଗପହଣ୍ଡିରେ ଜମିଲାଣି ପ୍ରାର୍ଥୀଙ୍କ ପ୍ରଚାର

Read More...

କାଳ ବୈଶାଖୀର ତାଣ୍ଡବ ବ୍ୟାପକ ବୃକ୍ଷ  ହେଲା ଚାରା

କାଳ ବୈଶାଖୀର ତାଣ୍ଡବ ବ୍ୟାପକ ବୃକ୍ଷ ହେଲା ଚାରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: