ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଜାତୀୟ ଡକ୍ଟରସ ଦିବସ ପାଳନ

July 01, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଜାତୀୟ ଡକ୍ଟରସ ଦିବସ ପାଳନ
Gouri Shankar Mishra
[ Video Journalist ]
Bhagyaprabha News Bureau
July 01, 2023

ବ୍ରହ୍ମପୁର - ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି। ସର୍ବ ପ୍ରଥମେ କ୍ଲବର ସଭାପତି ପ୍ରଶାନ୍ତ କୁମାର ପାତ୍ର ପ୍ରାଞ୍ଜଳ ଭାବରେ କ୍ଲବର ସ୍ୱାସ୍ଥ୍ୟକର୍ଯ୍ୟକ୍ରମ ଯଥା ପ୍ରତି ସପ୍ତାହରେ ରବିବାର, ବୁଧବାର ଓ ଶୁକ୍ରବାର ଦିନ ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଓ ଔଷଧ ବରଣ ଓ ପ୍ରତିମାସ ପ୍ରଥମ ରବିବାର ଗରୀବ ବରିଷ୍ଠ ନାଗରିକଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଓ ଆବଶ୍ୟକୀୟ ଔଷଧ ମାଗଣା ଦିଆଯାଇଥାଏ । ଏତଦ ବ୍ୟତୀତ ଶିକ୍ଷା, ପରିବେଶ ସୁରକ୍ଷା, ରକ୍ତଦାନ, ଶରୀର ଦାନ ଇତ୍ୟାଦି ଜନାହିତକାରୀ କାର୍ଯ୍ୟକ୍ରମମାନ କରୁଥିବା ଜଣାଇଥିଲେ। ଏଠାରେ ଉପସ୍ଥିତ ଥିବା ସମସ୍ତ ଡାକ୍ତର ବନ୍ଧୁ ସମସ୍ତ କାମରେ ସମ୍ପୁର୍ଣଭାବରେ ସହଯୋଗ କରୁଛନ୍ତି ଓ ଭବିଷ୍ୟତରେ ବି ସହଯୋଗର ହାତ ବଢ଼ିବେ ବୋଲି ଅନୁରୋଧ କରିଥିଲେ। ଏହି ଦିବସରେ ସମସ୍ତ ଡକ୍ଟରଙ୍କୁ ସମ୍ମାନିତ କରିବା ସୁଯୋଗ ମିଳିଥିବାରୁ ଆମେ ସମସ୍ତ ସଭ୍ୟ ଆନନ୍ଦିତ। କ୍ଲବର ବରିଷ୍ଠ ଶିଶୁ ବିଶେଷଜ୍ଞ ଡା. ଟି.ପ୍ରକାଶ ରାଓ ଜାତୀୟ ଚିକିତ୍ସକ ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ସେବା ମନୋବୃତି ନେଇ କ୍ଲବର ସମସ୍ତ ଡାକ୍ତର ବନ୍ଧୁମାନେ ହାତ ବଢାଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହି ଦିବସରେ ସମ୍ମାନନୀୟ ଡା ଜଗଦୀଶ ପଟ୍ଟନାୟକ ସ୍ୱାସ୍ଥ୍ୟବିଭାଗର ଯୁଗ୍ମ ନିର୍ଦେଶକ,ଡା ଇ. ଜୟନ୍ତୀ ରାଓ, ଚକ୍ଷୁ ବିଶେଷଜ୍ଞ, ଡା. ଇ.ପଦ୍ମନାଭ ରାଓ,ପ୍ରବୀଣ ଚିକିତ୍ସକ, ପ୍ରଫେସର ଡା.ବି.ନଗେଶ୍ୱର ରାଓ ସୁବୁଦ୍ଧି, ଚକ୍ଷୁ ବିଶେଷଜ୍ଞ, ଡା. ପି. ମୋହନ ରାଓ ସୁବୁଦ୍ଧି, ହୃଦ୍ରୋଗ ବିଶେଷଜ୍ଞ, ଡା.ୟୁ. ଶ୍ରୀଧର ମୂର୍ତି, ଶିଶୁରୋଗ ବିଶେଷଜ୍ଞ, ଡା. ଯେ.ଭାରତୁଡୁ ମେଡ଼ିସିନ ବିଶେଷଜ୍ଞ, ଡା. କେ. ଶେଷକର ରାଓ, ଅସ୍ଥିଶଲ୍ୟ ବିଶେସଜ୍ଞ, ଡା ଏସ. ପଦ୍ମଜା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଡା. ବି. ପ୍ରବୀଣ କୁମାର , ଚକ୍ଷୁ ବିଶେଷଜ୍ଞ , ଡ୍ର. ଶ୍ୱେତା ଚକ୍ଷ ବିଶେଷଜ୍ଞ ,ଡା. କେ.ରୋଷଣ କୁମାର , ଶିଶୁ ବିଶେଷଜ୍ଞ,




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ

ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ

Read More...

ଉତ୍କଳ ସମାଜ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଉତ୍କଳ ସମାଜ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: