ବାରାହା ଆକ୍ରମଣରେ ମହିଳା ଗୁରୁତର

April 02, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ବାରାହା ଆକ୍ରମଣରେ ମହିଳା ଗୁରୁତର
Bhagyaprabha News Bureau
April 02, 2019

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତ ର ନୁଣିପଡା ଗ୍ରାମରେ ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣକ ହେଲେ ସତ୍ୟ ଭାମା ଗୌଡ଼ । ସୁଚନାନୁସାରେ, ମହିଳା ଜଣକ ପୋଖରୀକୁ ଶୌଚହେବାକୁ ଯାଇଥିବା ସମୟରେ ହଠାତ୍‌ ବାରାହା ମହିଳାଙ୍କ ବାମ ଗୋଡକୁ ଆକ୍ରମଣ କରିଥିଲା । ଗ୍ରାମବାସୀ ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିବା ସହ ଚିକିତ୍ସା ଜାରି ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂତନ  ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷାଙ୍କୁ ସମ୍ୱର୍ଦ୍ଧନା

ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷାଙ୍କୁ ସମ୍ୱର୍ଦ୍ଧନା

Read More...

ହାର୍ଦ୍ଦିକ ପଟେଲ ପ୍ରସଙ୍ଗ : ତତ୍କାଳ ଶୁଣାଣୀ ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

ହାର୍ଦ୍ଦିକ ପଟେଲ ପ୍ରସଙ୍ଗ : ତତ୍କାଳ ଶୁଣାଣୀ ପାଇଁ ମନାକଲେ ସର୍ବୋଚ୍ଚ ନ୍ୟାୟାଳୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: