ଆଇପିଏଲର ଦ୍ୱାଦଶ ସଂସ୍କରଣରେ ରୟାଲ ଟକ୍କର

April 02, 2019, ଖେଳ, , Bhagyaprabha News Bureau
ଆଇପିଏଲର ଦ୍ୱାଦଶ ସଂସ୍କରଣରେ ରୟାଲ ଟକ୍କର
Bhagyaprabha News Bureau
April 02, 2019

ଆଜି ଆଇପିଏଲର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଭେଟିଛି ରାଜସ୍ଥାନ ରୋୟାଲସ୍‌ । ଟସ୍‌ ଜିଣି ରାଜସ୍ଥାନ ରୋୟାଲସ୍‌ର ବୋଲିଂ ନିଷ୍ପତ୍ତି ନେବା ପରେ ରୋୟାଲସ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରୁଛି। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସକୁ ରାଜସ୍ଥାନ ରୋୟାଲସ୍‌ ଭେଟିଛି। ଉଭୟ ଟିମ୍‌ ଆରମ୍ଭରୁ ୩-୩ ମ୍ୟାଚ୍‌ ହାରି ସାରିଛନ୍ତି ଏବଂ ଟେବୁଲ ତାଲିକାରେ ନିମ୍ନରେ ଅଛନ୍ତି। ରାଜସ୍ଥାନର ରନ୍‌ ହାର ବେଙ୍ଗାଲୁରୁ ତୁଳନାରେ ଟିକିଏ ଅଧିକ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିରେ ଯୋଗ ଦେଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

ବିଜେପିରେ ଯୋଗ ଦେଲେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

Read More...

ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା

ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: