କଣ୍ଟେନରରୁ 208 କେଜି ଗଞ୍ଜେଇ ଜବତ, ତାରି ଗିରଫ

August 02, 2023, ଅପରାଧ, ଗଜପତି, Rasmi Ranjan Sahu
କଣ୍ଟେନରରୁ 208 କେଜି ଗଞ୍ଜେଇ ଜବତ, ତାରି ଗିରଫ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 02, 2023

ଗଜପତି ଜିଲ୍ଲାର ମୋହନା ଥାନା ବାଲିପଙ୍କ ନିକଟରେ କଣ୍ଟେନରରୁ 208 କେଜି ଗଞ୍ଜେଇ ଜବତ କରିଛି ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଅନୁପ ସେଖରନ, ମିଥୁନ କୁମାର , ରାଜୁ ଏସ ଓ ସାହୁ ଆବ୍ରହମ ଙ୍କୁ ଗିରଫ କରାଯାଇଛି l ସମସ୍ତ ଅଭିଯୁକ୍ତ କେରଳର ବୋଲି ପୋଲିସ ସୂଚନା ଦେଇଛି l ସେମାନଙ୍କ ଠାରୁ ଏକ କଣ୍ଟେନର କେଏ 25 ଏବି 7069 ସହିତ ଏକ କାର , ନଗଦ 1 ଲକ୍ଷ 5 ହଜାର ଟଙ୍କା , 8 ଟି ଏଟିଏମ, 6 ଟି ମୋବାଇଲ, 2 ଟି ୱାକିଟକି ଜବତ କରାଯାଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କା ହେବା ସହ ଏହି ଗଞ୍ଜେଇ ବାଲିପଙ୍କ ଅଞ୍ଚଳରୁ ତାମିଲନାଡୁ ଚାଲାଣ ହେଉଥିଲା ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀ ରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ସୂଚନା ଦେଇଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Read More...

ବିଭିନ୍ନ ଦାବୀ ନେଇ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଗଜପତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିଭିନ୍ନ ଦାବୀ ନେଇ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଗଜପତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: