ପାରଳାଖେମୁଣ୍ଡି :ବ୍ରହ୍ମପୁର ସାଂସଦଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

August 17, 2023, ସ୍ବାସ୍ଥ୍ୟ, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି :ବ୍ରହ୍ମପୁର ସାଂସଦଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 17, 2023

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଜି ସକାଳେ ପରିଦର୍ଶନ କରି ଲୋକଙ୍କ ଚିକିତ୍ସା ସମନ୍ଧରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଡାକ୍ତରଙ୍କୁ ସୁବିଧା ଓ ଅସୁବିଧା ସମନ୍ଧରେ ପଚାରି ବୁଝିଥିଲେ । ଏହି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ଘଜପତି ଜିଲ୍ଲା, ପୋଡଶି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଏବଂ ରାୟଗଡା ଜିଲ୍ଲାର ଲୋକେ ନିର୍ଭର କରନ୍ତି । ରୋଗୀଙ୍କୁ ସରକାରଙ୍କ ତରଫରୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଚିକିତ୍ସାଳୟରେ ରହିଥିବା ଅସୁବିଧା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇ ଯଥାଶୀଘ୍ର ସମାଧାନ କରାଯିବ ବୋଲି ସାଂସଦ କହିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି :ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ପାରଳାଖେମୁଣ୍ଡି :ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

Read More...

​ପୂର୍ବତଟ ରେଳପଥ ପକ୍ଷରୁ 77 ତମ ସ୍ୱାଧୀନତା ଦିବସ ପାଳନ

​ପୂର୍ବତଟ ରେଳପଥ ପକ୍ଷରୁ 77 ତମ ସ୍ୱାଧୀନତା ଦିବସ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: