ପାରଳାଖେମୁଣ୍ଡି : କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

August 24, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 24, 2023

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କୃଷି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ। ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ ପରିବର୍ତ୍ତେ ଅଣ ଧାନ ଫସଲ କରିବା ପାଇଁ ସରକାରଙ୍କ ଦ୍ବାରା ଫସଲ ବିବିଧି କରଣ ଯୋଜନା ବୃହତ ଉଠା ଜଳସେଚନ ଅଞ୍ଚଳରେ କାର୍ଯ୍ୟ କାରି କରାଯାଇଛି। ଚାଷୀଙ୍କୁ ସଚେତନ କରିବା ସକାଶେ ଗୁମ୍ମା ଓ କାଶୀନାଗର ବ୍ଳକରେ ଏହି ସଚେତନତା ରଥ ୫ ଦିନ ଧରି ବୁଲିବ ଏବଂ ଚାଷୀଙ୍କୁ ସଚେତନତା କରାଇବ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିର୍ଦ୍ଦେଶକ ସୁରଜ କୁମାର ପାତ୍ର , ଗୋଷାଣୀ ବ୍ଳକ କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ ଗୁମ୍ମା , ସହକାରୀ କୃଷି ଅଧିକାରୀ କାଶୀନଗର ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସେକ୍ସସନ ଅଫିସର ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ଜୁନିୟର ରେଡ କ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ଜୁନିୟର ରେଡ କ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

Read More...

ପ୍ଲାଷ୍ଟର ଅଫ ପାରିସ୍ ମୂର୍ତ୍ତି ବର୍ଜନ ପାଇଁ ଲୋକଙ୍କୁ ସଚେତନ କଲା ଜିଲ୍ଲାପ୍ରଶାସନ

ପ୍ଲାଷ୍ଟର ଅଫ ପାରିସ୍ ମୂର୍ତ୍ତି ବର୍ଜନ ପାଇଁ ଲୋକଙ୍କୁ ସଚେତନ କଲା ଜିଲ୍ଲାପ୍ରଶାସନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: