ଦୃଷ୍ଟିହୀନ ଭଜନ ସଙ୍ଘ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

August 29, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଦୃଷ୍ଟିହୀନ ଭଜନ ସଙ୍ଘ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ
Gouri Shankar Mishra
[ Video Journalist ]
Bhagyaprabha News Bureau
August 29, 2023

ବ୍ରହ୍ମପୁର-ଦୃଷ୍ଟିହୀନ ଭଜନ ସଙ୍ଘ ତରଫରୁ ବ୍ରହ୍ମପୁର ସହରରେ ଆୟୋଜିତ ହେଲା ରକ୍ଷାବନ୍ଧନ କାର୍ଯ୍ୟକ୍ରମ । ସ୍ଥାନୀୟ ଦୃଷ୍ଟିହୀନ ଭଜନ ସଂଙ୍ଘ ତରଫରୁ କଣ୍ଠଶିଳ୍ପୀ ଭଉଣୀ ମାନେରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ଅବସରରେ ବ୍ରହ୍ମପୁର ବିଧାୟକଙ୍କ ବାସଭବନରେ ପବିତ୍ର ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଓ ମହାନଗର ଯୁବ ବିଜେଡ଼ି ସଭାପତି ଅଜିତ କୁମାର ପଣ୍ଡାଙ୍କୁ ରାକ୍ଷୀ ବାନ୍ଧିଥିଲେ । ବ୍ରହ୍ମପୁରର ଅନୁଷ୍ଠାନର ମୁଖ୍ଯ ଭବାନୀ ଶଙ୍କର ପାଢୀ ଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଭାବବିହ୍ୱଳ ହେବା ସହିତ ଆଗାମୀ ଦିନରେ ଭାଇ ଭାବରେ ସମସ୍ତ ସ୍ତରରେ ଯଥାସମ୍ଭବ ସାହାର୍ଯ୍ୟ ଓ ସହଯୋଗ କରିବେ ବୋଲି କହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ପ୍ରବନ୍ଧ ଲିଖନ ପ୍ରତିଯୋଗିତା

Read More...

ସଂସ୍କୃତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଂସ୍କୃତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: