ସାପ କାମୁଡାରେ 55 ବର୍ଷୀୟ ବୃଦ୍ଧ ମୃତ ,ଉତ୍ତୋଜନା

September 02, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ସାପ କାମୁଡାରେ 55 ବର୍ଷୀୟ ବୃଦ୍ଧ ମୃତ ,ଉତ୍ତୋଜନା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 02, 2023

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁଲା ଗାଆଁରେ ସାପ କାମୁଡାରେ 55 ବର୍ଷୀୟ ବୃଦ୍ଧା ମୃତ । ମୃତକ ଜଣକ ହେଉଛନ୍ତି ରଘୁନାଥ ନାୟକ । ଆଜି ସକାଳେ ନିଜ ବିଲରେ ଯାଇ ଚାଷ କାମ କରୁଥିବା ବେଳେ ରଘୁନାଥଙ୍କୁ ସାପ କାମୁଡା ଥିଲା । ପ୍ରଥମେ ତାଙ୍କୁ ପ୍ରାର୍ଥମିକ ଚିକିତ୍ସା ପାଇଁ ଗୁରାଣ୍ଡି ଚିକିତ୍ସାଳୟକୁ ନିଆଯାଇଥିଲା । ଅଧିକ ଚିକିତ୍ସାର ଆବଶ୍ୟକ ରହିଥିବାରୁ ତାଙ୍କୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିଲା କିନ୍ତୁ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ଅବହେଳା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ରଘୁନାଥଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପତ୍ନୀ ।ଯାହାକୁ ନେଇ ଦେଖିବାକୁ ମିଳିଥିଲା ଉତ୍ତୋଜନା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ବିଶ୍ବ ନାରିକେଳ ଦିବସ

ଆଜି ବିଶ୍ବ ନାରିକେଳ ଦିବସ

Read More...

ପାରମ୍ପରିକ ଲୋକକଳା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପାରମ୍ପରିକ ଲୋକକଳା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: