ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

April 03, 2019, ରାଜନୀତି, , Bhagyaprabha News Bureau
ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି
Bhagyaprabha News Bureau
April 03, 2019

ଅରୁଣାଚଳରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି


ଅରୁଣାଚଳ ପ୍ରଦେଶ ରେ ବୁଧବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ବିରୋଦ୍ଧରେପ୍ରତିକ୍ରିୟା ରଖିଛନ୍ତି । ଏହା ସହ ଅଭିଭାଷଣରେ କହିଛନ୍ତି କଂଗ୍ରେସ ଦୀର୍ଘ ୬୦ ବର୍ଷ ଶାସନ କାଳରେ ଭାରତୀୟ ଜନସାଧାରଣଙ୍କ ଦୁଖ ଓ ମୈାଳିକ ଅଧିକାର ଦୂର କରିପାରିନାହିଁ । କିନ୍ତୁ ୨୦୧୯ ରେ ଶାସନ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ସାଧାରଣ ଜନତାକୁ ମିଛ ପ୍ରତିଶୃତି ଦିଆଯାଉଛି ବୋଲି କହିବା ସହ କଂଗ୍ରେସ ବାହାସ୍ପୋଟ ମାରିବା କଥା ସଂମ୍ପୂର୍ଣ୍ଣ ମିଛ । ଏହା ସହ ବିଜେପି ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ ବିସୟରେ ସୂଚନା ଦେଇଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷିଲେ

ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷିଲେ

Read More...

ସଡକ ଦୂର୍ଘଟଣା ୨ ମୃତ

ସଡକ ଦୂର୍ଘଟଣା ୨ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: