ବିଘ୍ନ ବିନାୟକଙ୍କ ପୁଜା ସହ ଆକର୍ଷଣୀୟ ତୋରଣ ଦେଖିବାକୁ ଜମୁଛି ଭିଡ

September 24, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
 ବିଘ୍ନ ବିନାୟକଙ୍କ ପୁଜା ସହ ଆକର୍ଷଣୀୟ ତୋରଣ ଦେଖିବାକୁ ଜମୁଛି ଭିଡ
Gouri Shankar Mishra
[ Video Journalist ]
Bhagyaprabha News Bureau
September 24, 2023

ଗୋପାଳପୁର -ବିଘ୍ନ ବିନାୟକଙ୍କ ପୁଜା ପରେ ଏବେ ସବୁଠି ଚର୍ଚ୍ଚାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ପ୍ରତେକ ଦିନର ପୁଜାର୍ଚ୍ଚନା । ଆଉ ଏହି ପୁଜାରେ ପ୍ରତେକ ଦିନ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଅବସରରେ ଗୋପାଳପୁର ନିର୍ବାଚନମଣ୍ଡଳୀର ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କଲେ ଯୁବ ସମାଜସେବୀ ସୁବାଶିଷ ସାହୁ । କନିଷିର ଯୁବ ସମାଜସେବୀ ସୁବାଶିଷ ସାହୁ (ବଣ୍ଟି ) ଏହି ଅବସରରେ ବହୁ ଗ୍ରାମରୁ ପୂଜା ମଣ୍ଡପ ପରିଦର୍ଶନ କରିବାକୁ ନିମନ୍ତ୍ରଣ ପାଇ ବିଭିନ୍ନ ପଞ୍ଚାୟତବାସୀ ଏବଂ ଗ୍ରାମ୍ୟ କମିଟି ମାନଙ୍କ ଅନୁରୋଧ ରକ୍ଷା କରି ବିଭିନ୍ନ ପୁଜା ମଣ୍ଡପକୁ ପରିକ୍ରମା କରୁଥିବା ଦେଖାଯାଇଛି । ଏହି ଅବସରରେ କନିସି ଗାଁ, କାର୍ତିପୁର, ଲଉଡ଼ି ଗାଁ, ମାର୍କଣ୍ଡି, ରା୍ଳବ, ରଙ୍ଗିପୁର ବ୍ୟତୀତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ଶ୍ରୀଗଣେଷଙ୍କ କୃପା ଲାଭ କରୁଥିବା ଦେଖାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

କଞ୍ଚଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

Read More...

ବ୍ରହ୍ମପୁରରେ ତିନିଦିନିଆ

ବ୍ରହ୍ମପୁରରେ ତିନିଦିନିଆ "ଜାତୀୟ ପର୍ଯ୍ୟଟନ ମହୋତ୍ସବ"

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: