ପାରଳାଖେମୁଣ୍ଡି ଗସ୍ତରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ

September 27, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି ଗସ୍ତରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 27, 2023

4ଦିନିଆ ଗସ୍ତରେ ଥିବା କଂଗ୍ରେସ ପ୍ରଚାରକମିଟି ଅଧ୍ୟକ୍ଷ ବିଜୟ ପଟନାୟକ ଘରଘର କଂଗ୍ରେସ କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତେକ ବ୍ଲକରେ କରିବା ସହ ଆଜି ହଟାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟରେ ସମସ୍ତ ୱାର୍ଡ ବୁଲିଦେଖିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନାସ୍ତେସିୟା ଡାକ୍ତରଙ୍କ ଅଭାବ ସହ ବହୁ ନର୍ସ ଓ ଟେକ୍ନିସିୟନ ପଦବୀ ଖାଲିପଡିଥିବା ଅତ୍ୟନ୍ତ ଦୁଭାଗ୍ୟଜନକ ବୋଲି କହିଛନ୍ତି । ରାଜ୍ୟ ସରକାର ପ୍ରତିବର୍ଷ ଲୋକଙ୍କ ଚିକିତ୍ସା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଘରୋଇ ହସ୍ପିଟାଲ ଗୁଡିକୁ ସହଯୋଗ କରୁଛନ୍ତି । ସେହି ଟଙ୍କା ଯଦି ସରକାରୀ ଚିକିତ୍ସାଳୟରେ ବିନିଯୋଗ କରିଥାନ୍ତେ ତେବେ ଲୋକେ ବାହାରକୁ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପଡିନଥାନ୍ତା । ସବୁ ଠିକ ସମୟରେ ନର୍ସ ,ଟେକ୍ନିସିୟନ, ଫାର୍ମାସିଷ୍ଟ ନିଯୁକ୍ତି ଦେବା ଆବଶ୍ୟକ ବୋଲି କହିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳା ରାଜ ପରିବାର ପକ୍ଷରୁ ଅଳକସା ଓ ଖଣ୍ଡା ପୂଜା କାର୍ଯ୍ୟକ୍ରମ

ପାରଳା ରାଜ ପରିବାର ପକ୍ଷରୁ ଅଳକସା ଓ ଖଣ୍ଡା ପୂଜା କାର୍ଯ୍ୟକ୍ରମ

Read More...

ଓଡିଶାରେ ଆୟୋଜିତ ହେଲା ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ

ଓଡିଶାରେ ଆୟୋଜିତ ହେଲା ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: