ନାଳକୁ ଓଲଟି ପଡିଲା ବସ ,୧ ମୃତ ,୪୦ ଆହାତ

April 04, 2019, ଅପରାଧ, , Bhagyaprabha News Bureau
ନାଳକୁ ଓଲଟି ପଡିଲା ବସ ,୧ ମୃତ ,୪୦ ଆହାତ
Bhagyaprabha News Bureau
April 04, 2019

ହିମାଞ୍ଚଳ ପ୍ରଦେଶର କୁଲ୍ଲ ୁ ଜିଲ୍ଲାର ଲଗବୈଲୀ ଶାଲଙ୍ଗରେ ଏକ ଘରୋଇ ଯାତ୍ରୀ ବାହି ବସ ଭାରସାମ୍ୟ ହରାଇ ନାଳକୁ ଖସି ପଡିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଓ ସାଧାରଣ ଲୋକଙ୍କ ମାଧ୍ୟମରେ ଉଦ୍ଧାର କରାଯାଇଛି ।ଘଟଣା ସ୍ଥଳରେ ପୋଲିସ ଓ ୧୦ ଟି ଆମ୍ବୁଲାନ୍ସ ଓ ଜେସିବି ମେସିନ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଁ ମୁହାଁ ହେଉଛନ୍ତିି ହାତୀ

ଗାଁ ମୁହାଁ ହେଉଛନ୍ତିି ହାତୀ

Read More...

କଂଗ୍ରେସ ୩ ବିଧାନସଭା ପ୍ରାର୍ଥୀ ଘୋଷଣା

କଂଗ୍ରେସ ୩ ବିଧାନସଭା ପ୍ରାର୍ଥୀ ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: