ଜାମ୍ମୁ-କାଶ୍ମୀର ବଡଧରଣର ଆକ୍ରମଣ ସମ୍ପର୍କରେ ଗୁଇନ୍ଦା ବିଭାଗର ଆଲର୍ଟ

April 05, 2019, ଦେଶଦୁନିଆ, , Bhagyaprabha News Bureau
 ଜାମ୍ମୁ-କାଶ୍ମୀର ବଡଧରଣର ଆକ୍ରମଣ ସମ୍ପର୍କରେ ଗୁଇନ୍ଦା ବିଭାଗର ଆଲର୍ଟ
Bhagyaprabha News Bureau
April 05, 2019

ଜାମ୍ମୁ-କାଶ୍ମୀରରେ ଏପ୍ରିଲ ୫ ରୁ ୭ ତାରିଖ ମଧ୍ୟରେ ଆତଙ୍କବାଦୀ ମାନେ ବଡ ଧରଣର ଆକ୍ରମଣ କରିାରନ୍ତି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ପାକିସ୍ତାନ ଜୈଶ ଆତଙ୍କବାଦୀ ମାନେ ଜାମ୍ମୁ-କାଶ୍ମୀରରେ ୨୦୧୯ ଲୋକସଭା ନିର୍ବାଚନ ଭଣ୍ଡୁର କରିବା ପାଇଁ ପାକିସ୍ତାନ ଆତଙ୍କୀ ମାନେ ଚେଷ୍ଟା କରୁଥିବା ଗୁଇନ୍ଦା ସୂଚନା ମିଳିଛି ।ଜାମ୍ମୁ- କାଶ୍ମୀରରେ ଆତଙ୍କବାଦୀ ମାନେ ସକ୍ର୍ରିୟ ହେବା ଭାରତୀୟ ଯବାନ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ସଂଗଠନ ଜୈଶ ଏବଂ ଲସ୍କର-ଇ- ତୋଏବାର ଘାଟିରେ ୩ ଟି ଟିମକୁ ଘାଟିରେ ରଖି ବିସ୍ପୋରଣ କରିବା ।ଇଁ ତିଆର କରିଛି । ଆତଙ୍କବାଦୀ ମାେ ନ ବୋଲିଂ ବୁଥ ଗୁଡିକୁ ମଧ୍ୟ ଆକ୍ରମଣ କରିାରନ୍ତି । ଆତଙ୍କବାଦୀ ମାନେ ବିଷ୍ପୋରକ ସାମଗ୍ରୀ ବ୍ୟବହାର କରି ବଡ ଧରଣର ଆକ୍ରମଣ କରିାରନି ବୋଲି ଗୁଇନ୍ଦା ରିପୋର୍ଟ କହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତିଶଗଡରେ ନକ୍ସଲ-ଯବାନ ମୁହାଁମୁହିଁ : ୨ ଯବାନ ଆହାତ

ଛତିଶଗଡରେ ନକ୍ସଲ-ଯବାନ ମୁହାଁମୁହିଁ : ୨ ଯବାନ ଆହାତ

Read More...

ମାନବିକତା ଦେଖାଇଲେ ଚିତ୍ରକୋଣ୍ଡା ର ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା

ମାନବିକତା ଦେଖାଇଲେ ଚିତ୍ରକୋଣ୍ଡା ର ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: