ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ୧୫୧ ୟୁନିଟ ରକ୍ତ ସଂଗ୍ରହ

January 05, 2024, ସ୍ବାସ୍ଥ୍ୟ, ଗଞ୍ଜାମ, Santosh Kumar Mishra
ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ୧୫୧ ୟୁନିଟ ରକ୍ତ ସଂଗ୍ରହ
Santosh Kumar Mishra
[ Special Correspondent ]
Bhagyaprabha News Bureau
January 05, 2024

ଛତ୍ରପୁର : ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଛତ୍ରପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ lବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଶିବ କୁମାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତ ଦାନ ଶିବିରରେ ୧୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବେହେରା,ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ନଗର ସଭାପତି ରାଜୀ ବାବୁ,ଉପାଧ୍ୟାକ୍ଷ ଜି.ପାପା ରାଓ,ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟନାୟକ ,ପ୍ରବାସୀ ପ୍ରଧାନ,ଜିଲ୍ଲା ପରିଷଦ ଅଭ୍ୟ ଧନଞ୍ଜ୍ୟୟ,ଦେବାଶିଷ ମିଶ୍ର , ଅଟଳ ବିହାରୀ ପଟ ନାୟକ ,ରେଡ୍ଡୀ,ଲିଙ୍ଗରାଜ ମହାପାତ୍ର ଙ୍କ ସମେତ ପ୍ରମୁଖ ବିଜେଡି ନେତା ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ- କୁକୁଡାଖଣ୍ଡି ତହସିଲରେ ଆୟୋଜିତ ହେଲା ରାଜସ୍ୱ ମେଳା

ଗଞ୍ଜାମ- କୁକୁଡାଖଣ୍ଡି ତହସିଲରେ ଆୟୋଜିତ ହେଲା ରାଜସ୍ୱ ମେଳା

Read More...

ପି ଏମ ଉଚ୍ଚ ବିଦ୍ୟାଳୟରେ ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପି ଏମ ଉଚ୍ଚ ବିଦ୍ୟାଳୟରେ ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: