ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

January 09, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
January 09, 2024

କୋରାପୁଟ ଜିଲ୍ଲା ଦିନିକିଆ ଗସ୍ତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ପ୍ରଥମେ କୋଟପାଡ଼ରେ ଯୋଗ ଦେବାରେ ସିଧାସଳଖ ହେଲିକପ୍ଟର ଯୋଗେ ବିଏସଏଫ ପଡ଼ିଆ ଠାରେ ଅବତରଣ ପରେ କାର ଯୋଗେ ଲକ୍ଷ୍ମୀପୁର ପରବ ପଡ଼ିଆ ସଭାରେ ପହଞ୍ଚି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ତଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦବୋଧନ ଦେଇ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏହି ଅବସରରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିକାଶ ପରିଷଦ ଦାବି କରିଛି କି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ନେଇ ଏକ ରାଜସ୍ଵ ଉପଖଣ୍ଡ ମାନ୍ୟତା ଓ ଲକ୍ଷ୍ମୀପୁର ମେଡିକାଲକୁ ସବଡିଭିଜନ ମେଡିକାଲ ପ୍ରଦାନ କରିବା ନିମନ୍ତେ ଦାବି କରିଥିବା ବେଳେ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଲୋକେ ବିଭିନ୍ନ ସମସ୍ୟାକୁ ନେଇ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ଏହି ସଭାରେ 5ଟି ଅଧ୍ୟକ୍ଷଙ୍କୁ ପାଖାପାଖି ଚାରି ବିଡ଼ା ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ସାମୁହିକ ମନ୍ଦିର,ମସଜିଦ, ଚର୍ଚ୍ଚ ଓ କମୁନିଟି ହଲ ଗୁଡ଼ିକ ଦଶ ଦିନ ଭିତରେ ଏପରି ପଞ୍ଚାୟତ ଗୋଟିଏ ମାତ୍ର କାର୍ଯ୍ୟ କାରି କରିବାପାଇଁ ପ୍ରତିଶୃତି ଦେଇଥିଲେ। ଏହା ପରେ ନାରାୟଣପାଟଣା ଓ ବନ୍ଧୁଗାଁ ରେ ଡିଗ୍ରୀ କଲେଜ ଆରମ୍ଭ କରାଯିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମସିହାଖାଲି ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଲୋକାର୍ପଣ ଉତ୍ସବ ଅର୍ପଣ ରଥର ଶୁଭାରମ୍ଭ

ମସିହାଖାଲି ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଲୋକାର୍ପଣ ଉତ୍ସବ ଅର୍ପଣ ରଥର ଶୁଭାରମ୍ଭ

Read More...

ଦଳପତି ମହାସଭା ମହୁରୀ ତାଲୁକାର ସାଧାରଣ ପରିଷଦ ବୈଠକ

ଦଳପତି ମହାସଭା ମହୁରୀ ତାଲୁକାର ସାଧାରଣ ପରିଷଦ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: