ଗୋଳାବନ୍ଧ ବିବେକାନନ୍ଦ ହାଇସ୍କଲରେ ବାର୍ଷିକ କ୍ରୀଡା ଉତ୍ସବ

January 16, 2024, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଗୋଳାବନ୍ଧ ବିବେକାନନ୍ଦ ହାଇସ୍କଲରେ ବାର୍ଷିକ କ୍ରୀଡା ଉତ୍ସବ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 16, 2024

ଗଞ୍ଜାମ-ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗୋଳାବନ୍ଧ ବିବେକାନନ୍ଦ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳା ବନ୍ଧ ଗ୍ରାମରେ ଥିବା ବିବେକାନନ୍ଦ ହାଇସ୍କୁଲରେ 46 ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀମତୀ ମମତା ପଟ୍ଟନାୟକ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ । କ୍ରୀଡା ଶିକ୍ଷକ ଶ୍ରୀ ଜୟ କୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିଖିକାଙ୍କ ସହ ଯୋଗରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ବାଳକ ବିଭାଗରେ କେ ଗିରି , ବାଳିକା ବିଭାଗରେ ଗାୟତ୍ରୀ ମୁନି ଚଳିତ ବର୍ଷର ଚମ୍ପିୟାନ ହୋଇ ଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣପତ୍ର

ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣପତ୍ର

Read More...

ବାରଣାସୀ ପ୍ରୟାଗରାଜ ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଆରମ୍ଭ

ବାରଣାସୀ ପ୍ରୟାଗରାଜ ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଆରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: