କାର୍‌ରୁ ୯ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ୍

April 05, 2019, ଅପରାଧ, , Bhagyaprabha News Bureau
କାର୍‌ରୁ ୯ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ୍
Bhagyaprabha News Bureau
April 05, 2019

କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବାଇପାସ୍ ରୋଡ ଅଞ୍ଚଳ ରେ ଏକ କାରରୁ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଜଣେ ଅଟକ ଥିବା ସୂଚନା ମିଳୁଛି।ଟଙ୍କା କାହାର କେଉଁଠାକୁ ଯାଉଥିଲା ଚାଲିଛି ଛାନଭିନ୍। ପତ୍ରପୁରର ଜଣେ ପେଟ୍ରୋଲ୍ପମ୍ପ୍ବ୍ୟବସାୟୀ OD02Z7966 ନମ୍ବର ବିଶିଷ୍ଟ ମାରୁତି କାର୍ରେ ଉକ୍ତ ଟଙ୍କା ଧରି କଟକ ଆଡ଼କୁ ଯାଉଥିବା ସମୟରେ ପୋଲିସ ଗିରଫ କରିଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଲିମେଳା ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ନବୀନ

କାଲିମେଳା ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ନବୀନ

Read More...

ଦୁଇଟି ପର୍ଯ୍ୟାୟ ରେ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଦୁଇଟି ପର୍ଯ୍ୟାୟ ରେ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: