ରାଜ୍ୟସଭା ନିର୍ବାଚନ ରେସ- ଓଡିଶାରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି

February 12, 2024, ରାଜନୀତି, , BHAGYAPRABHA NEWS
ରାଜ୍ୟସଭା ନିର୍ବାଚନ ରେସ- ଓଡିଶାରୁ  ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି
BHAGYAPRABHA NEWS
[ INPUT ]
Bhagyaprabha News Bureau
February 12, 2024

ରାଜ୍ୟସଭା ନିର୍ବାଚନ ରେସ- ଓଡିଶାରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି । ଆସନ୍ତା ଫେବୃୟାରୀ ମାସର ୨୭ ତାରିଖରେ ହେବାକୁ ରହିଥିବା ୧୫ ରାଜ୍ୟର ୫୬ ସିଟ୍ ରାଜ୍ୟସଭା ନିର୍ବାଚନ ରେସ ପାଇଁ ଓଡିଶାରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି । ଏହି ନିର୍ବାଚନରେ ଓଡିଶାରୁ ତିନି ଜଣ ପ୍ରତିଦ୍ୱିନ୍ଦିତା କରିବାକୁ ରହିଥିବା ବେଳେ ସେଥିମଧ୍ୟରୁ ରାଜ୍ୟର ଶାସକ ବିଜେଡି ଦଳ ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କରିଛି । ଏହି ପଦ ପାଇଁ ରାଜ୍ୟର ବହୁ ବିଜେଡି ଦଳର ନେତୃବୃନ୍ଦ ଆଶାୟୀ ରହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାଜ୍ୟ ସଭା ସାଂସଦ ପଦବୀ ପାଇଁ କାହାର ନାମ ଘୋଷଣା ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଜେଡି ପକ୍ଷରୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ସମେତ ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁପତ୍ରରୁ ରାଜସ୍ୱ ଆଦାୟ ନୁହେଁ,କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ:ପାଣ୍ଡିଆନ

କେନ୍ଦୁପତ୍ରରୁ ରାଜସ୍ୱ ଆଦାୟ ନୁହେଁ,କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ:ପାଣ୍ଡିଆନ

Read More...

ସମନ୍ୱିତ ଶିଶୁ ପ୍ରକଳ୍ପ ପକ୍ଷରୁ କିଶୋରୀ ବାଳିକା ତାଲିମ ଶିବିର କାର୍ଯ୍ୟକ୍ରମ

ସମନ୍ୱିତ ଶିଶୁ ପ୍ରକଳ୍ପ ପକ୍ଷରୁ କିଶୋରୀ ବାଳିକା ତାଲିମ ଶିବିର କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: