ସଡକ ଦୂର୍ଘଟଣା ୪ ମୃତ ,୩ ଗୁରୁତର

April 07, 2019, ଅପରାଧ, ବାଲେଶ୍ବର, Bhagyaprabha News Bureau
ସଡକ ଦୂର୍ଘଟଣା ୪ ମୃତ ,୩ ଗୁରୁତର
Bhagyaprabha News Bureau
April 07, 2019

ବାଲେଶ୍ୱର ଜିଲ୍ଳା ୬୦ ନଂ ଜାତୀୟ ରାଜପଥ କୁଣ୍ଡପୁର ନିକଟରେ ଏକ ଡମ୍ପର କୁ ଧକ୍କା ଦେଲା କାର । ଏହି ଦୂର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇ୍ଥି ବା ବେଳେ, ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ହେଲେ ତୋଫାନ ରଣା ,କଳ୍ପନା ରଣା , ସୈାମ୍ୟରଞ୍ଜନ ପରିଡା ଡ୍ରାଇଭର ରବିରଣା ମୃତ ବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ମଧ୍ୟ ଅଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଆହାତ ମାନଙ୍କୁ ମେଡିକାଲକୁ ପଠାଇଛି । ସୁଚନା ଅନୁସାରେ ଗତ କାଲି ରାତିରେ ମହାପ୍ରଭୁଙ୍କ ଦର୍ଶନ ସାରି ଟାଟାସୁମୋ ଗାଡିରେ ଫେରୁଥିବା ସମୟରେ ୬୦ ନଂ ଜାତୀୟ ରାଜପଥରେ ଥିବା ଏକ ଡମ୍ପର କୁ ଟାଟାସୁମୋ ଗାଡିଟି ଧୋକା ଦେଇଥିଲା । ରାତିରେ ଏହି ଘଟଣା ଘଟିଥିବାର ୁ ଡ୍ରାଇଭରଙ୍କ ଆଖି ପ ଡିଯାଇଥିବାରୁ ଏହି ପରି ଦୁଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାରଦା ଚିଟ୍ଫଣ୍ଡ ମାମଲାରେ ରାଜୀବ କୁମାର ଙ୍କୁ ଗିରଫ କରିବା ଲାଗି ସିବିଆଇ ଅନୁମତି ମାଗିଲା

ଶାରଦା ଚିଟ୍ଫଣ୍ଡ ମାମଲାରେ ରାଜୀବ କୁମାର ଙ୍କୁ ଗିରଫ କରିବା ଲାଗି ସିବିଆଇ ଅନୁମତି ମାଗିଲା

Read More...

ନିର୍ବାଚନ ପୂୁର୍ବରୁ ବିଜେପିର ୨୫ ଘୋଷଣା ଓଡିଶାରେ ବିଜେପି ସଂକଳ୍ପ କରିଛି.

ନିର୍ବାଚନ ପୂୁର୍ବରୁ ବିଜେପିର ୨୫ ଘୋଷଣା ଓଡିଶାରେ ବିଜେପି ସଂକଳ୍ପ କରିଛି.

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: