ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା-ବ୍ୟାଙ୍କ କ୍ୟାସିଆରଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

January 23, 2019, ଅପରାଧ, , Bhagyaprabha News Bureau
ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା-ବ୍ୟାଙ୍କ  କ୍ୟାସିଆରଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି
Bhagyaprabha News Bureau
January 23, 2019

ଗଞ୍ଜାମ-ଜଣେ ଯୁବତୀଙ୍କୁ ପ୍ରେମ କରି ସ°ପର୍କ ରଖିବା ଶେଷରେ ମହଙ୍ଗା ପଡିଛି ।ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଏଭଳି ପ୍ରେମ ଘଟଣାକୁ ପରିବାର ବର୍ଗ ବିରୋଧ କରି ଶେଷରେ ବ୍ୟାଙ୍କ କ୍ୟାସିଆର ବିନୟ କୁମାର ବେହେରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ବ୍ଲକର ମୁଣ୍ଡମରାଇ କଲେଜ ନିକଟରେ ଯୁବକଙ୍କ ମୃତ ଦେହ ଠାବ କରାଯାଇଥିବା ବେଳେ ଘଟଣାସ୍ଥଳ ରେ ଧରାକୋଟ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ପୋଲିସ ତଦନ୍ତ କରୁଛି ଯେ ଆନ୍ଦ୍ର ବ୍ୟାଙ୍କରେ ଗତ ଚାରି ବର୍ଷ ଧରି କେସିଆର ମୁଣ୍ଡମରାଇ ଗ୍ରାମରେ ରହୁଥିବା ବେଳେ ସେହି ଗାଁରେ ଏକ ଝିଅକୁ ପ୍ରେମ ବି କରୁଥିଲେ । ଝିଅ ଙ୍କ ପରିବାର ଲୋକେ ଜାଣିବାକୁ ପାଇଥିବାରୁ ଗତକାଲି ରାତ୍ର ସମୟରେ ସେହି ଯୁବକକୁ ଟେକି ନେଇ କଲେଜ ପାଖରେ ହତ୍ୟା କରୁଥିବା ସନ୍ଦେହ କରୁଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

Read More...

ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୧୦ମୃତ  ୨୫ରୁ ଉର୍ଦ୍ଦ ଆହତ

ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୧୦ମୃତ ୨୫ରୁ ଉର୍ଦ୍ଦ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: