ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ ପଏଜନିଂ

April 07, 2019, ଦେଶଦୁନିଆ, , Bhagyaprabha News Bureau
ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ ପଏଜନିଂ
Bhagyaprabha News Bureau
April 07, 2019

ଦିଲ୍ଲୀ - ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଟ୍ରେନରେ ଖାଦ୍ୟ ଖାଇଥିବା ବିଶେଷ କରି ଆମିଷ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଘଟଣା ନେଇ ଅଭିଯୋଗ ପରେ ବୋକାରୋ ଷ୍ଟେସନରେ ଟ୍ରେନ୍ ରହିଥିଲା । ଏଠାରେ ଡାକ୍ତରୀ ଟିମ୍ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି । ଟ୍ରେନ୍ ନଂବର ୨୨୮୨୪ ରେ ଆସୁଥିବା ଯାତ୍ରୀ ଏହି ଫୁଡ ପଏଜନିଂର ଶିକାର ହୋଇଥିବା ଜଣାପଡିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମ ଛାଡିଲେ ପୁରୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା

ପଦ୍ମ ଛାଡିଲେ ପୁରୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା

Read More...

ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁ

ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: