ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ରେ ହୋଇଥିବା ବଜ୍ରାଘାତ ରେ ବଳଦ ଓ ଗାଈ ର ମୃତ୍ୟୁ

April 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ରେ ହୋଇଥିବା ବଜ୍ରାଘାତ ରେ ବଳଦ ଓ  ଗାଈ ର ମୃତ୍ୟୁ
Bhagyaprabha News Bureau
April 09, 2019

ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ରେ ଆଜି ଅପରାହ୍ନ ରେ ହୋଇଥିବା ବଜ୍ରାଘାତ ରେ 4ଟି ବଳଦ ଓ ଗୋଟିଏ ଗାଈ ର ମୃତ୍ୟୁ ଘଟିଛି, ମୃତ ଗାଈ ଓ ବଳଦ ସେହି ଗ୍ରାମ ର ଗରିବ ହରିଜନ ଅଳିଅ ନାଇକ ଓ ଭିକାରି ନାଇକ ଙ୍କ ର ବୋଲି ଜଣାପଡିଛି, ଏହି ଅଘଟଣ ଘଟିବା ପରେ ସେମାନେ ସରକାର ଙ୍କ ସହାୟତା ପାଇଁ ଚାହିଁ ବସିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର

ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର

Read More...

ନୟାଗଡରେ ବିଜେପିର ନିର୍ବାଚନୀ ପ୍ରଚାର

ନୟାଗଡରେ ବିଜେପିର ନିର୍ବାଚନୀ ପ୍ରଚାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: