ପ୍ରଥମ ପର୍ଯ୍ୟାୟ ମତଦାନ ର ଶେଷ ଦିବସରରେ ଜମିଲା ନିର୍ବାଚନ ପ୍ରଚାର

April 09, 2019, ଖେଳ, , Bhagyaprabha News Bureau
ପ୍ରଥମ ପର୍ଯ୍ୟାୟ ମତଦାନ ର ଶେଷ ଦିବସରରେ ଜମିଲା ନିର୍ବାଚନ ପ୍ରଚାର
Bhagyaprabha News Bureau
April 09, 2019

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ରହିଥିଲା ଶେଷ ଦିବସ । ଆଉ ଶେଷ ଦିନରେ ଜମିଥିଲା ବିଭିନ୍ନ ଦଳୀୟ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର । ଜିଲ୍ଲାର ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ମାନେ କରିଥିଲେ ଯୋରଦାର ପ୍ରଚାର । ଚିକିଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସୁବାସ ରାଉତ ପ୍ରଚାର ଜାରି ରଖିଥିଲେ । ଅନ୍ୟପଟେ ବିଜେଡି ଦଳରୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ ନିର୍ବାଚନୀ ପ୍ରଚାର କରିଥିବା ବେଳେ ସେପଟେ ବିଜେପି ରୁ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ପ୍ରଚାର କରିଥିଲେ । ସେହିପରି ଦିଗପହଣ୍ଡି ମଧ୍ୟ ଜମିଥିଲା ନିର୍ବାଚନୀ ପ୍ରଚାର । ବ୍ରହ୍ମପୁର ରେ ପ୍ରମୁଖ ଦଳର ହେବିୱେଟ ନେତା ମାନେ ପ୍ରଚାର କରିଥିବା ବେଳେ ଛତ୍ରପୁର ଏବଂ ଗୋପାଳପୁର ରେ ମଧ୍ୟ ବେଶ ଜମିଥିଲା ପ୍ରଚାର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକ ଏସସିବିରେ ଅଗ୍ନିକାଣ୍ଡ

କଟକ ଏସସିବିରେ ଅଗ୍ନିକାଣ୍ଡ

Read More...

୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ମେସିନ୍ ସହ ଇଭିଏମ୍

୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ମେସିନ୍ ସହ ଇଭିଏମ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: