ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ

January 24, 2019, ଅପରାଧ, , Bhagyaprabha News Bureau
ଗଛରେ ପିଟି ହେଲା ବୋଲେରୋ : ବୌଦ୍ଧ କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ
Bhagyaprabha News Bureau
January 24, 2019

ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ ହରିଶଙ୍କର ପାଢ଼ି ଓ ପିଅନ ଚକ୍ରଧର ପାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଗତକାଲି ଭୁବନେଶ୍ୱରରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲାର ରାଧାନଗର ଛକ ନିକଟରେ ଦୁର୍ଘଟଣାର ସମ୍ମୁଖରନ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜାଦ୍ ହିନ୍ଦ ବିକାଶ ସଂଘ ତରଫରୁ ରକ୍ତ ଦାନ ଶିବିର

ଆଜାଦ୍ ହିନ୍ଦ ବିକାଶ ସଂଘ ତରଫରୁ ରକ୍ତ ଦାନ ଶିବିର

Read More...

କାର  ସହ ଅଟୋ ମୁହାଁମୁହିଁ ଧକ୍କା : ୪ ଗୁରୁତର

କାର ସହ ଅଟୋ ମୁହାଁମୁହିଁ ଧକ୍କା : ୪ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: