ଓଡିଶା ଆସୁଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ

April 14, 2019, ରାଜନୀତି, , Bhagyaprabha News Bureau
ଓଡିଶା ଆସୁଛନ୍ତି  ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ
Bhagyaprabha News Bureau
April 14, 2019

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡିଶାକୁ ଠିକ ସେପରି ଭାବରେ କେନ୍ଦ୍ରୀୟ ନେତାମାନେ ପ୍ରଚାରରେ ଆସୁଛନ୍ତି । ପ୍ରତ୍ୟେକ ସପ୍ତାହରେ କେହି ନା କେହି କେନ୍ଦ୍ରୀୟ ନେତାଙ୍କ ଗସ୍ତ ସମ୍ପର୍କରେ ସୂଚନା ରହିଛି । ସିନେ ଅଭିନେତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଆଜି ଓଡ଼ିଶା ଆସିବେ । ସେ ସକାଳ ୧୦ଟା ୩୦ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପହଞ୍ଚି ରୋଡ୍ ସୋ' ଓ ସାଧାରଣ ସଭାରେ ଯୋଗ ଦେବେ।ତାହା ପରେ ଝାରସୁଗୁଡ଼ାରେ ହେବାକୁ ଥିବା ରୋଡ୍ ସୋ'ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେପାଳରେ ଏୟାରବିମାନ ଦୁର୍ଘଟଣା ଗସ୍ତ ୨ ମୃତ ୫ ଆହାତ

ନେପାଳରେ ଏୟାରବିମାନ ଦୁର୍ଘଟଣା ଗସ୍ତ ୨ ମୃତ ୫ ଆହାତ

Read More...

ରାଜ୍ୟରେ ତାତି ବଢୁଛି

ରାଜ୍ୟରେ ତାତି ବଢୁଛି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: