ଯୋଗୀ ଆଦିତ୍ୟନାଥ ଏବଂ ମାୟାବତୀଙ୍କୁ ସୁପ୍ରିମକୋର୍ଟର ଝଟକା !

April 15, 2019, ରାଜନୀତି, , Bhagyaprabha News Bureau
ଯୋଗୀ ଆଦିତ୍ୟନାଥ ଏବଂ ମାୟାବତୀଙ୍କୁ ସୁପ୍ରିମକୋର୍ଟର ଝଟକା !
Bhagyaprabha News Bureau
April 15, 2019

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ପ୍ରମୁଖ ମାୟାବତୀଙ୍କୁ ସୁପ୍ରିମକୋର୍ଟର ଝଟକା । ଦୁହିଁଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ସମୟରେ ବିବଦୀୟ ବୟାନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନିର୍ବାଚନ ଆୟୋଗ କହିଛନ୍ତି ।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ 72 ଘଣ୍ଟାର ବ୍ୟାନ ଲଗାଯାଇଥିବା ବେଳେ ବିଏସପି ମୁଖ୍ୟ ମାୟବତୀଙ୍କ ଉପରେ 48 ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାକାଲି ସକାଳ 6 ଟାରୁ ଏହି କଟକଣା ଲାଗୁ ହେବା ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।












Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ କରିବେ  ପ୍ରଧାନମନ୍ତ୍ରୀ ମୋଦୀ !

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦୀ !

Read More...

ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇ ନିଯୁକ୍ତ

ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇ ନିଯୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: