ସୋରଡାରେ ବିଜେଡି ତରଫରୁ ମହିଳା ସମାବେଶ

April 16, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ସୋରଡାରେ ବିଜେଡି ତରଫରୁ ମହିଳା ସମାବେଶ
Bhagyaprabha News Bureau
April 16, 2019

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଲକ୍ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ବିଜେଡି ତରଫରୁ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛିି । ବେଲଗୁଣ୍ଠା ପଡିଆଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏହ÷ି ସମାବେଶରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ସହିତ ଗୋପାଳପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ,ଆସିକା ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀନି ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ।ଓଡ଼ିଶା ର ସମସ୍ତ ମହିଳା ଙ୍କ ଅଧିକାର ପାଇଁ ଲଢ଼ିବି ବୋଲି ନିଜର ବକ୍ତବ୍ୟ ରଖିଥିଲେ ସାଂସଦ ପ୍ରାର୍ଥୀନୀ ପ୍ରମିଳା ବିଷୋୟୀ।ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଅଭିଭାଷଣରେ କହିବା ସହ ବିଜେଡ଼ି ଦଳକୁ ଶଙ୍ଖ ଚିଂହ ରେ ଭୋଟ ଦେଇ ବିଜେଡିକୁ ଜିତାଇବା ପାଇଁ ସମାବେଶ ରେ ଅନୁରୋଧ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଇକ ରାଲିରେ ନିର୍ବାଚନ ପ୍ରଚାର କଲା ବିଜେପି

ବାଇକ ରାଲିରେ ନିର୍ବାଚନ ପ୍ରଚାର କଲା ବିଜେପି

Read More...

  ୨୦୧୯ ଶାଲୁ ଜିନ୍ଦଲଙ୍କୁ ଏକଲବ୍ୟ ସମ୍ମାନ

୨୦୧୯ ଶାଲୁ ଜିନ୍ଦଲଙ୍କୁ ଏକଲବ୍ୟ ସମ୍ମାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: