ଭଞ୍ଜନଗରରେ ରାଜନୈତିକ ହିଂସା

April 18, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଭଞ୍ଜନଗରରେ ରାଜନୈତିକ ହିଂସା
Bhagyaprabha News Bureau
April 18, 2019

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଗଝୋଳ ଗ୍ରାମରେ ହତ୍ୟାକାଣ୍ଡ । ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳ ଗ୍ରାମ ରେ ଜଣେ ଯୁବକ କୁ ଗତ ରାତି ରେ ଦୁର୍ବୁତ ହତ୍ୟା କରିଛନ୍ତି।ମୃତକ ହେଲେ ସଦାଶିବ ପ୍ରଧାନ ବୋଲି ଜଣାପଡିଛି, ଏହି ଘଟଣାଟି ରାଜନୈତିକ ହିଂସା ରୁ ଘଟିଥାଇପାରେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି,।କେଉଁ ଦଳ ପକ୍ଷରୁ ଆକ୍ରମଣ ହୋଇଛି ତାହା ସଠିକ ଜଣା ପଡ଼ି ନଥିଲେ ମଧ୍ୟ ବୋମା ଫୁଟି ମୃତ୍ୟୁ ହୋଇଛି ।ପରିବାର ପକ୍ଷରୁ ବିଜେଡି କର୍ମୀ ଙ୍କୁ ସଂହେହ କରା ଯାଉଛି ଭଞ୍ଜନଗର ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋରଡ଼ା  ଲାଠିପଡା ପଞ୍ଚାୟତରେ  ରାଜନୈତିକ ହିଂସାକାଣ୍ଡ

ସୋରଡ଼ା ଲାଠିପଡା ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ

Read More...

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: