ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ବୋମାପକାଇ ହତ୍ୟା,ପୋଲିସର ତଦନ୍ତ ଆରମ୍ଭ

April 21, 2019, ଅପରାଧ, , Bhagyaprabha News Bureau
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ବୋମାପକାଇ ହତ୍ୟା,ପୋଲିସର ତଦନ୍ତ ଆରମ୍ଭ
Bhagyaprabha News Bureau
April 21, 2019

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ବଡ଼ଗୁମୁଲା ଗ୍ରାମରେ ବୋମାମାଡ଼ । ପୂର୍ବରୁ ଗତ ପାଞ୍ଚ ଦିନ ତଳେ ମଧ୍ୟ ଉକ୍ତ ଗ୍ରାମରେ ବୋମାମାଡ ହୋଇଥିଲା ବେଳେ ପୁର୍ବଶତ୍ରୁତାକୁ ନେଇ ହୋଇଥିବା ବୋମାମାଡରେ ସୁଶାନ୍ତ ସାହୁଙ୍କ ଘଟଣା ସ୍ଥଳରେ ହିଁ ମୃୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିରୋଧୀ ଗୋଷ୍ଠୀ ଏଭଳି କାଣ୍ଡ କରିଛନ୍ତି । କିଛିଦିନ ତଳେ ଦଣ୍ଡ ନାଚକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ତୁ ତୁ ମେ ମେ ଥିଲା । ଦୀର୍ଘ ଦିନ ଧରି ଉକ୍ତ ଗ୍ରାମରେ ଦୁଇ ଗୋଷ୍ଟି ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି ରାତି ୮ ଟା ବେଳେ ସୁଶାନ୍ତ ନିଜ ଘର ଦାଣ୍ଡ ରେ ବସିଥିବା ବେଳେ ୪ ଜଣ ଯୁବକ ମୋଟର ସାଇକେଲରେ ଆସି ୨ଟି ବୋମା ମାଡ଼ କରିଥିଲେ ।ଯାହାକି ଘଟଣାସ୍ଥଳରେ ହିଁ ସୁସନ୍ତଙ୍କ ମୃତ୍ୟ ଘଟିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଠଗଡରେ ନିର୍ବାଚନୀ ପ୍ରଚାର କରିବେ ପିୟୁଷ ଗୋୟଲ

ଆଠଗଡରେ ନିର୍ବାଚନୀ ପ୍ରଚାର କରିବେ ପିୟୁଷ ଗୋୟଲ

Read More...

ଷ୍ଟୋଭ ନିଆଁରୁ ଜଳିଗଲା ଟ୍ରକ

ଷ୍ଟୋଭ ନିଆଁରୁ ଜଳିଗଲା ଟ୍ରକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: