ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

April 21, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ   ମୁଖ୍ୟମନ୍ତ୍ରୀଙ୍କ  ମାରାଥନ ପ୍ରଚାର
Bhagyaprabha News Bureau
April 21, 2019



ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ । ସମ୍ବଲପୁର, ଖୋର୍ଦ୍ଧା, କଟକ କେନ୍ଦ୍ରାପଡା, ପୁରୀ ଜିଲ୍ଲାରେ ନବୀନ ପ୍ରାର୍ଥୀଙ୍କ ପାଇଁ କରିବେ ଜୋରଦାର ପ୍ରଚାର । ପ୍ରଥମେ ସକାଳ ୧୦ ଟା ୧୦ରେ ବୁର୍ଲା ଏମସିଏଲ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳିଠାରେ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ଉଦବୋଧନ ଦେବେ ।ସେଠାରେ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିଯିବେ ।


1555820996.jpg


ଅପରାହ୍ନରେ ଖୋର୍ଦ୍ଦା ଜିଲ୍ଲା ଜୟଦେବ ନିର୍ବାଚନମଣ୍ଡଳି ପାଇଁ ବାଲିହାଟ ଗୋରୁହାଟ ପଡିଆ ଠାରେ ଯୋଗ ଦେବେ । ସେଠାରୁ କାର୍ଯ୍ୟକ୍ରମ ସାରି କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ କେନ୍ଦ୍ରାପଡା ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଶେଷରେ ପୁରୀ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବେ ନବୀନ । ସଂଧ୍ୟା ୫ ଟାରେ ଅସ୍ତରଙ୍ଗ ଠାରେ ମୁଖ୍ୟମନ୍ତ୍ରୀଙ୍କ ଏକ ବିଶାଳ ରୋଡ ସୋ ହେବ । ଏହି ରୋଡ ସୋ ଅସ୍ତରଙ୍ଗ ଦେଇ ଭୁବନେଶ୍ବର ଫେରିବ ।














Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର

ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ପ୍ରଚାର

Read More...

 ଆଠଗଡରେ ନିର୍ବାଚନୀ ପ୍ରଚାର କରିବେ ପିୟୁଷ ଗୋୟଲ

ଆଠଗଡରେ ନିର୍ବାଚନୀ ପ୍ରଚାର କରିବେ ପିୟୁଷ ଗୋୟଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: