ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଗୌତମ ଗମ୍ଭୀର

April 23, 2019, ରାଜନୀତି, , Bhagyaprabha News Bureau
ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଗୌତମ ଗମ୍ଭୀର
Bhagyaprabha News Bureau
April 23, 2019

ରାଜନୀତି ମୈଦାନରେ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିବା କ୍ରିକେଟର ଗୌତମ୍ ଗାମ୍ଭୀରଙ୍କୁ ବିଜେପି ପ୍ରାର୍ଥୀ କରିଛି। ଦଳ ଗମ୍ଭୀରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପାଇଁ ଘୋଷିତ ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି ବିଜେପି ଗମ୍ଭୀରଙ୍କ ସମେତ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛିା ସେ ହେଲେ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖି। ଦିଲ୍ଲୀର ମୋଟ ୭ ଲୋକସଭା ଆସନରୁ ଏଯାଏଁ ୬ଟି ଆସନ ପାଇଁ ବିଜେପି ପାର୍ଥୀ ଘୋଷଣା କରି ସାରିଥିବା ବେଳେ କେବଳ ଉତ୍ତର ପଶ୍ଚିମ ଦିଲ୍ଲୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି। ପୂର୍ବରୁ ଏହି ଆସନରୁ ମହେଶ ଗିରି ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ ଏଥର ଗମ୍ଭୀରଙ୍କୁ ସୁଯୋଗ ଦେଇଛି ଦଳ।ପୂର୍ବ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଅରବିନ୍ଦର ସିଂ ଲଭଲି ନିର୍ବାଚନ ଲଢୁଥିବା ବେଳେ ଆମ୍ ଆଦମୀ ପାର୍ଟିରୁ ପ୍ରାର୍ଥୀ ଲଢୁଛନ୍ତି ଆତୀଷ। ଏହି ଆସନରେ ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ ମେ ୧୨ରେ ମତଦାନ ହେବା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌

Read More...

କଟକରେ ନିଜ ମତାଧିକାର ସାବ୍ୟସ୍ତ କଲେ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ

କଟକରେ ନିଜ ମତାଧିକାର ସାବ୍ୟସ୍ତ କଲେ କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: