ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା-୨୦୧୯ର ଟାଇଟଲ ଜିତିଲେ ଓଡ଼ିଆ ଝିଅ ଶୀତଲ

April 25, 2019, ମନୋରଞ୍ଜନ, , Bhagyaprabha News Bureau
ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା-୨୦୧୯ର ଟାଇଟଲ ଜିତିଲେ ଓଡ଼ିଆ ଝିଅ ଶୀତଲ
Bhagyaprabha News Bureau
April 25, 2019

ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣୁପୁରର ଝିଅ ଶୀତଲ ସାହୁ ମିସ୍ ଇଣ୍ଡିଆ ଓଡ଼ିଶା ଟାଇଟଲ ହାସଲ କରିଛନ୍ତି। ଏପ୍ରିଲ ୨୩ରେ କୋଲକତାରେ ଅନୁଷ୍ଠିତ ଏଫବିବି କଲର୍ସ ଫେମିନା ମିସ୍ ଇଣ୍ଡିଆର ଇଷ୍ଟ ଜୋନ୍ ପ୍ରତିଯୋଗିତାରେ ସେ ମନୋନୀତ ହୋଇଛନ୍ତି।ଜୁନ୍ ୧୫ରେ ମୁମ୍ବାଇରେ ହେବାକୁ ଥିବା ଫେମିନା ମିସ୍ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ସେ ସଡ଼ିଶାରୁ ପ୍ରତିନିଧିତ୍ୱ କରିବେ।ଏପ୍ରିଲ ୧୩ରେ ଏସପ୍ଲାନେଡ୍ ମଲରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆର ଭୁବନେଶ୍ୱର ଅଡିସନରେ ଅନ୍ୟ ଦୁଇ ପ୍ରତିଯୋଗୀଙ୍କ ସହ ଶୀତଲ ମନୋନୀତ ହୋଇଥିଲେ ।ମୁମ୍ବାଇର ଏକ ବେସରକାରୀ କମ୍ପାନିରେ କରୁଥିବା ଶୀତଲ ଗୁଣୁପୁରରେ ଜନ୍ମଗ୍ରହଣ କରିଥିଲେ।ମାଟ୍ରିକ୍ ପର୍ଯ୍ୟନ୍ତ ସେ ଗୁରୁପୁରରେ ପଢ଼ୁଥିଲେ। ଏହାପରେ ବୁର୍ଲାରେ ଆଇଟିରେ ବିଟେକ ଶେଷ କରିବା ପରେ ମୁମ୍ବାଇରେ ଚାକିରି ପାଇଥିଲେ।୨୦୧୮ରେ ଶ୍ରୁତିକ୍ଷା ନାୟକଙ୍କ ପରେ ୨୦୧୯ରେ ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି ଶୀତଲ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନୁଭବ ମହାନ୍ତିଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ୍ ସୋ

ଅନୁଭବ ମହାନ୍ତିଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ୍ ସୋ

Read More...

ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ନିଆଁ

ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ନିଆଁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: