ଯାଜପୁରରେ ଦୁଷ୍କର୍ମ ଅଭିଯୋଗ

April 25, 2019, ଅପରାଧ, ଯାଜପୁର, Bhagyaprabha News Bureau
ଯାଜପୁରରେ ଦୁଷ୍କର୍ମ ଅଭିଯୋଗ
Bhagyaprabha News Bureau
April 25, 2019

ଯାଜପୁରରେ ଜିଲ୍ଳାରେ ଲଜ୍ଜ୍ୟା । ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି । ଏହି ଭଳି ଘଟଣା ପରେ ସ୍ଥାନୀୟ ଅଂଚଳର ଲୋକେ ସୁକିନ୍ଦା ଥାନା ଘେରାଉ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ଯୁବତୀ ଜଣକ ନିଜର ପିତା ଦୋକାନରେ ବସିଥିବା ବେଳେ ଯୁବତୀ ଜଣଙ୍କୁ ଜଣେ ଯୁବକ ଗାଡିରୁ ଓହ୍ଲା୍ଇ ଯୁବତୀ ଜଣଙ୍କୁ ସଫଲ ପୁଡିଆ ମାଗିଥିଲା । ଯୁବତୀ ଜଣକ ସଫଳ ପୁଡିଆ ଦେବା ସମୟରେ ଯୁବକ ଜଣକ ହାତକୁ ଧରି ଗାଡି ଭିତରକୁ ଟାଣିଥଲେ । ଶୁନଶାନ ହୋଇଥିବାର ସୁଯୋଗ ନେଇ ଯୁବକ ଜଣକୁ ଅପହରଣ କରିବାରେ ସଫଳ ହୋଇଥିଲେ । ଏହା ପରେ ଗାଡିରେ ଯୁବତୀ ଜଣଙ୍କକୁ ଜୋର ଜବରଦସ୍ତି ଗାଡିରେ ବସାଇ ଅଭିଯୁକ୍ତ ଜଣକ ତାଙ୍କୁ ଡୁବୁରି ବସ୍ତାରେ ବସାଇ ନେଇଯାଇଥିଲେ । ଶୁନଶାନ ରାସ୍ତାର ସୁଯୋଗ ନେଇ ଯୁବକ ଜଣକ ଦୁଷ୍କର୍ମ କରିଥିଲେ । ଏହା ପରେ ଯୁବତୀ ଜଣକୁ ଚାକିରି ପ୍ରଲୋଭନ ଦେଖାଇ ଜଣେ ରାଜନୈତିକ ସଂପର୍କୀୟ ଘରକୁ ଯୁବତୀ ଜଣକ ୁ ଗାଡିରେ ମିଶି ଦୁଇ ଜଣ ଦୁଷ୍କର୍ମ କରିବା ସହ ଯୁବତୀ ଜଣକୁ ମାଡ ମାରିଥିଲେ । ଏହା ପରେ ଯୁବତୀ ଜଣକୁ ନିଜ ଘର ପାଖରେ ଛାଡି ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ଝିଅର ଏହି ଲୋମଟାଙ୍କୁରା ଘଟଣା ଘଟିଲା ପରେ ଝିଅର ବାପା ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

Read More...

ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍

ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: