ଆରମ୍ଭ ହେଲା ଭାରତୀୟ ସେନାରେ ସାମିଲ ହେବା ମହିଳାଙ୍କ ଲାଗି ଅନଲାଇନ ପଞ୍ଜୀକରଣ

April 25, 2019, ଦେଶଦୁନିଆ, , Bhagyaprabha News Bureau
 ଆରମ୍ଭ ହେଲା ଭାରତୀୟ ସେନାରେ ସାମିଲ ହେବା ମହିଳାଙ୍କ ଲାଗି ଅନଲାଇନ ପଞ୍ଜୀକରଣ
Bhagyaprabha News Bureau
April 25, 2019

ଭାରତୀୟ ସେନାରେ ସାମିଲ ହେବା ପାଇଁ ସ୍ୱପ୍ନ ଦେଖୁଥିବା ମହିଳାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ସେନାରେ ମହିଳାଙ୍କ ଭର୍ତିକୁ ନେଇ ନାମ ପଞ୍ଜୀକରଣ ଆରମ୍ଭ ହୋଇ ଗଲାଣି । ଜେନେରାଲ ବିପିନ ରାୱତ ସେନା ପ୍ରମୁଖ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ନିଷ୍ପତି ନେଇଥିଲେ । ତେବେ ରକ୍ଷା ମନ୍ତ୍ରାଳୟ ଏହାକୁ ସବୁଜ ସଙ୍କେତ ଦେଇ ସାରିଲେଣି ।ରକ୍ଷାମନ୍ତ୍ରୀ ନିର୍ମାଳ ସୀତାରମଣ ଟ୍ୱିଟ କରି ଏହି ବିଷୟରେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ତେବେ ସେନା ପୁଲିସରେ ମହିଳାଙ୍କ ପାଇଁ ୨୦ ପ୍ରତିଶତ ଆରକ୍ଷଣ ରହିବ । ପର୍ସନାଲ ବିଲୋ ଅଫିସର ର‌୍ୟାଙ୍କରେ ସେମାନଙ୍କୁ ଭର୍ତି କରାଯିବ । ଏଥିରେ ଭର୍ତି ହୋଇଥିବା ମହିଳା ଅଧିକାରୀ ମାନେ ଦୁଷ୍କର୍ମ, କମେଂଟ ପାସ୍ କରିବା ଆଦି ମାମଲାର ଯାଂଚ୍ କରିବେ ।୮୦୦ ଜଣ ମହିଳାଙ୍କୁ ଏହି ପଦବୀ ପାଇଁ ଭର୍ତି କରାଯିବ । ତେବେ ମହିଳାଙ୍କୁ ଏବେ ଯୁଦ୍ଧ ପାଇଁ ଭର୍ତି କରାଯିବାକୁ ଚିନ୍ତା କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ

Read More...

ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: