ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

January 27, 2019, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
 ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା
Bhagyaprabha News Bureau
January 27, 2019

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ।ଏହି ମେଳାରେ କନ୍ଧମାଳ ହଳଦୀ ସାଙ୍ଗକୁ କେନ୍ଦୁଝରର ଫୁଲବଡ଼ି, ଫୁଲ ଝାଡୁ, ମୁଗ, ବିରି, କୋଳଥ, ମାଣ୍ଡିଆ ଓ ଝୁଣା ଆଦି ମିଳୁଛି। ଆଦିବାସୀଙ୍କ ବିଭିନ୍ନ ଗହଣାଗାଣ୍ଠି ଓ ଖାଦ୍ୟପେୟ ବି ଏଠାରେ ମିଳୁଛି। ଏସବୁକୁ କିଣିବାକୁ ପ୍ରଥମ ଦିନରୁ ହିଁ ଭିଡ଼ ଜମିଥିଲା।ଏହି ମେଳାରେ ଲୋକେ କିଣାକିଣି ସାଙ୍ଗକୁ ଆଦିବାସୀ ଖାଦ୍ୟ ଓ ଆଦିବାସୀ ନୃତ୍ୟ ଏବଂ ସଙ୍ଗୀତର ମଜା ନେଉଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫ ଜଣଙ୍କ ହତ୍ୟା ଘଟଣାରେ ୬ଜଣଙ୍କୁ ଅଟକ ରଖିଛି ପୁଲିସ

୫ ଜଣଙ୍କ ହତ୍ୟା ଘଟଣାରେ ୬ଜଣଙ୍କୁ ଅଟକ ରଖିଛି ପୁଲିସ

Read More...

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ଗୀତା ସାହିତ୍ୟକ ଗୀତା ମେହେଟା

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କଲେ ଗୀତା ସାହିତ୍ୟକ ଗୀତା ମେହେଟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: