ଗଛକୁ ପିଟିହେଲା କାର : ୧ ମୃତ ,୧ ଗୁରୁତର

April 27, 2019, ଅପରାଧ, ଗଜପତି, Bhagyaprabha News Bureau
ଗଛକୁ ପିଟିହେଲା କାର : ୧ ମୃତ ,୧ ଗୁରୁତର
Bhagyaprabha News Bureau
April 27, 2019


ଗଜପତି ଜିଲ୍ଲା ରାଗଡା ଓ ବ୍ରହ୍ମପୁର ରାସ୍ତା ଗୁମୁଡା ଠାରେ ଏକ କାର ଗଛରେ ପିଟି ହୋଇ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଆହାତ କାର ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।ସୂଚନା ଅନୁଯାୟୀ ଗତକାଲି ରାତିରେ ଠିକାଦାର ମଧୁ ସାହୁ ଓ ଡ୍ରାଇଭର ବ୍ରହ୍ମପୁର ଠାରୁ ରାୟଗଡା ଫେରୁଥିବା ବେଳେ ରାତ୍ର ୩ ଟା ଠାରୁ ୪ ଟା ମଧ୍ୟରେ ଡ୍ରାଇଭର କୈାଣସି କାରଣରୁ ଭାରସାମ୍ୟ ହରାଇ ଗଛକୁ ପିଟିଦେଇଥିଲେ କାରଟିକୁ ଏହି ସଡକ ଦୂର୍ଘଟଣାରେ ଠିକାଦାର ମଧୁ ସାହୁ(୬୨) ମୃତ ବରଣ କରିଥିବା ବେଳେ ଡ୍ରାଇଭର ଆହାତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଠିକାଦାର ମଧୁ ସାହୁ ଙ୍କ ପୋଷ୍ଟ ମୋର୍ଟମ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ । ରାତିରେ କାର ଡ୍ରାଇଭର ଆଖି ପଡିଯିବାରୁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮.୬୫%କୁ ବଢ଼ିଲା ଇପିଏଫ୍‌ ସୁଧ ହାର

୮.୬୫%କୁ ବଢ଼ିଲା ଇପିଏଫ୍‌ ସୁଧ ହାର

Read More...

କେନ୍ଦୁଝର ଇଭିଏମ ଷ୍ଟ୍ରଙ୍ଗରୁମ ନିକଟରୁ ସନ୍ଦିଗ୍ଧ

କେନ୍ଦୁଝର ଇଭିଏମ ଷ୍ଟ୍ରଙ୍ଗରୁମ ନିକଟରୁ ସନ୍ଦିଗ୍ଧ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: