ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ମୋଦୀ

April 27, 2019, ରାଜନୀତି, , Bhagyaprabha News Bureau
ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ମୋଦୀ
Bhagyaprabha News Bureau
April 27, 2019

ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ଟାରୁ ୧୨ଟା ମଧ୍ୟରେ ସର୍ବାର୍ଥ ସିଦ୍ଧି ଯୋଗରେ ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ବହୁ ବରିଷ୍ଠ ନେତା ଦଳୀୟ କାର୍ଯ୍ୟକର୍ତାମାନେ କଲେକ୍ଟ୍ରେଟରେ ଉପସ୍ଥିତ ଥିଲେ ।ପ୍ରକାଶ ସିଂହ ବାଦଲ, ଅମିତ ଶାହା, ଜେପି ନଡା, ନିତିଶ କୁମାର, ପୀୟୁଷ ଗୋୟଲ, ଉଦ୍ଧବ ଠାକରେ, ନିତିନ ଗଡକରୀ, ସୁଷମା ସ୍ୱରାଜ ଆଦି ସେଠାରେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ତେବେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ମୋଦୀ ସକାଳ ୧୦ଟା ୩୨ରେ କାଶୀ କୋତବାଲ ବାବା କାଳଭୈରବଙ୍କ ଦର୍ଶନ କରିଥିଲେ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋନ୍ଧନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଲଙ୍କା ବିସ୍ପୋରଣର ପ୍ରତିଶୋଧ ନେଲା ସେନା

ଶ୍ରୀଲଙ୍କା ବିସ୍ପୋରଣର ପ୍ରତିଶୋଧ ନେଲା ସେନା

Read More...

ଧାମନଗରରେ ନିର୍ବାଚନୀ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

ଧାମନଗରରେ ନିର୍ବାଚନୀ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: