କଂଗ୍ରେସ ଉପରେ ବର୍ଷିଲେ ବିଜେପି

April 27, 2019, ଦେଶଦୁନିଆ, , Bhagyaprabha News Bureau
କଂଗ୍ରେସ ଉପରେ ବର୍ଷିଲେ ବିଜେପି
Bhagyaprabha News Bureau
April 27, 2019

ଚଳିତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ ଟି ଆସନ ମଧ୍ୟ ଜିତିପାରିବ ନାହିଁ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ ଆଶା ପ୍ରକଟ କରିଛନ୍ତି । ମୁମ୍ବାଇରେ ଶୁକ୍ରବାର ଶିବସେନା ଉଦ୍ଧବ ଠାକରେଙ୍କ ସହ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି । ଭାରତର ଯୁବପିଢୀ ମୋ ସହିତ ଅଛନ୍ତି ବୋଲି ମୋଦି ନିଜର ଅଭିଭାଷଣରେ କହିବା ସହ କଂଗ୍ରେସର ଇସ୍ତାହାରରେ ମଧମବର୍ଗଙ୍କ ନାମ ନଥିବା ସେ କହିଛନ୍ତି । ଏହା ସହ ସେ କହିଛନ୍ତି ମୁମ୍ବାଇ ପୋଲି୍ସର ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଆହୁରି ବଡଧରଣର ଆକ୍ରମଣ କ ୁ ଏଡାଇହୋଇଥିଲା ବୋଲି କହିଥିଲେ । ବିରୋଦ୍ଧି ମାନେ ମୋ ବିରୋଦ୍ଧରେ ଷଡଯନ୍ତ୍ର ହେଉଥିବା ମୋଦୀ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକ ଧକ୍କାରେ ଶିକ୍ଷୟତ୍ରୀ ମୃତ ,୨ ଗୁରୁତର

ଟ୍ରକ ଧକ୍କାରେ ଶିକ୍ଷୟତ୍ରୀ ମୃତ ,୨ ଗୁରୁତର

Read More...

ଶ୍ରୀଲଙ୍କା ବିସ୍ପୋରଣର ପ୍ରତିଶୋଧ ନେଲା ସେନା

ଶ୍ରୀଲଙ୍କା ବିସ୍ପୋରଣର ପ୍ରତିଶୋଧ ନେଲା ସେନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: