ଆଇପିଏଲ : ସନରାଇଜର୍ସକୁ ହରାଇ ରାଜସ୍ଥାନର ୫ମ ବିିଜୟ

April 28, 2019, ଖେଳ, , Bhagyaprabha News Bureau
ଆଇପିଏଲ : ସନରାଇଜର୍ସକୁ ହରାଇ ରାଜସ୍ଥାନର ୫ମ ବିିଜୟ
Bhagyaprabha News Bureau
April 28, 2019

ଚଳିତ ଆଇପିଏଲ୍‌ରେ ଶନିବାର ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ । ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସର ଓପ୍‌ନିଂ ଯୋଡ଼ି ୨୮ ରନ୍ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ୧୪ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍ କରି ବିଦାୟ ନେଇଥିଲେ। ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୮ ୱିକେଟରେ ୧୬୦ ରନ୍ କରିଥିଲା। ପରେ ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ ହରାଇ ଏହା ବିଜୟୀ ହୋଇଥିଲା। ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ପ୍ଲେଅଫ୍ ଦୌଡ଼ରେ ରାଜସ୍ଥାନ ରୟାଲ୍‌ସ ରହିପାରିଛି। ସନ୍‌ରାଇଜର୍ସ ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି। ତେବେ ରାଜସ୍ଥାନ ବିଜୟୀ ହେବା ଫଳରେ ଚେନ୍ନଇ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଖେଳିବା ନିଶ୍ଚିତ କରିଛି। ରାଜସ୍ଥାନ ରୟାଲ୍‌ସ ଦୃଢ଼ତାର ସହ ୧୬୧ ରନ୍ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଲି ରାଜ୍ୟରେ ସରିବ ନିର୍ବାଚନ

କାଲି ରାଜ୍ୟରେ ସରିବ ନିର୍ବାଚନ

Read More...

ଗଞ୍ଜେଇ ଜବତ : ୩ ଇଞ୍ଜିନିୟର ଛାତ୍ର ଗିରଫ

ଗଞ୍ଜେଇ ଜବତ : ୩ ଇଞ୍ଜିନିୟର ଛାତ୍ର ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: