ଦିଗପହଣ୍ଡିରେ ସ୍ବାଭିମାନ ଦିବସ ପାଳନ

April 29, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଦିଗପହଣ୍ଡିରେ ସ୍ବାଭିମାନ ଦିବସ ପାଳନ
Bhagyaprabha News Bureau
April 29, 2019

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ରବିବାର ଦିନ ଆମ ଓଡ଼ିଶା ତଥା ଦୈନିକ ଖବରକାଗଜ ସମ୍ବାଦ ପକ୍ଷରୁ ଦିଗପହଣ୍ଡି ବ୍ଲକ ଗଣମାଧ୍ୟମ ପ୍ରତିନିଧି ନୀଳମାଧବ ପରମଗୁରୁଙ୍କ ସଂଯୋଜନାରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ଉପସ୍ଥିତ ଥିବା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶିଷ୍ଟ ମଧୁବାବୁଙ୍କ ଭଳି ଜଣେ ମହାପୁରୁଷଙ୍କ ସ୍ମୃତିକୁ ମନେ ପକାଇବା ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବରିଷ୍ଠ ବିଜେଡି ନେତା ସମ୍ଭୁ ପଣ୍ଡା , ଖେମୁଣ୍ଡି ଓକିଲ ସଂଘ ସଭାପତି ରସାନନ୍ଦ ରାଉତ , ସଂପାଦକ ହରପ୍ରସାଦ ରଥ , ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢ଼ୀ , ମନୋରଞ୍ଜନ ପଣ୍ଡା , ସାମ୍ବାଦିକ କିରଣ ବେହେରା , ସମିତିସଭ୍ୟ ରମାକାନ୍ତ ମହାଙ୍କୁଡ , ଆଦିତ୍ୟ ପାତ୍ର , ପ୍ରେମାନନ୍ଦ ନନ୍ଦ , ରାଜେନ୍ଦ୍ର ଗୌଡ , ତାରାପ୍ରସାଦ ପଟ୍ଟନାୟକ , ନିଗମ ପଣ୍ଡା ପ୍ରମୁଖ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୋରା ମଦ କାରବାରକୁ ବିରୋଧ କରିବାରୁ ବ୍ୟକ୍ତିଙ୍କୁ ହତ୍ୟା

ଚୋରା ମଦ କାରବାରକୁ ବିରୋଧ କରିବାରୁ ବ୍ୟକ୍ତିଙ୍କୁ ହତ୍ୟା

Read More...

ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଭିନ୍ନ ହେଭିୱେଟ ନେତା

ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିଭିନ୍ନ ହେଭିୱେଟ ନେତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: