ଆଳିରେ ଇଭିଏମ ଜବତ କଲେ ଅଭଯୋଗ

April 29, 2019, ରାଜନୀତି, , Bhagyaprabha News Bureau
ଆଳିରେ ଇଭିଏମ ଜବତ କଲେ  ଅଭଯୋଗ
Bhagyaprabha News Bureau
April 29, 2019

କେନ୍ଦ୍ରପଡା ଲୋକସଭା ଅନ୍ତର୍ଗତ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟର କେନ୍ଦ୍ରପଡା ଜିଲ୍ଲାର ଏକ ବୁଥରେ ଜଣେ ବ୍ୟୃକ୍ତି ଜଣକୁ ବାରମ୍ଭାର ଭୋଟ ଦେବାର ଅଭିଯୋଗ ହୋଇଛି । ଆଳି ବିଧାନସଭା ଅନ୍ତର୍ଗତ ଅଳିହା ସିଙ୍ଗିରି ବଜାର ବିଦ୍ୟାଳୟର ୩୧୦ ନମ୍ବର ବୁଥରେ ମତଦାନ ଆରମ୍ଭ ହୋଇଥିଲା । କିନ୍ତୁ ସେଠାରେ ଜଣେ ବ୍ୟକ୍ତି ବାରମ୍ଭାର ସାଂସଦ ପ୍ରାର୍ଥୀ ଙ୍କୁ ଭୋଟ ଦେବାର ଅଭିଯୋଗ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଗରେ ଇଭିଏମ ଭାଙ୍ଗିଲେ ଗ୍ରାମବାସୀ

ରାଗରେ ଇଭିଏମ ଭାଙ୍ଗିଲେ ଗ୍ରାମବାସୀ

Read More...

ରାଜ୍ୟରେ ନିର୍ବାଚନୀ ହିଂସା

ରାଜ୍ୟରେ ନିର୍ବାଚନୀ ହିଂସା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: