'ଫନି' ପାଇଁ ଶୁକ୍ରବାର ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ

May 02, 2019, ଦେଶଦୁନିଆ, , Bhagyaprabha News Bureau
'ଫନି' ପାଇଁ ଶୁକ୍ରବାର ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ
Bhagyaprabha News Bureau
May 02, 2019

ସାମୁଦ୍ରିକ ଝଡ 'ଫନି' ପାଇଁ ଶୁକ୍ରବାର ସମସ୍ତ ଇଣ୍ଡିଗୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। 'ଫନି' ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ବେଗ ରହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦କିମି ରହିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସୁଥିବା ଏବଂ ଯାଉଁଥିବା ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି।ଫନି ଉଗ୍ର ରୁପ ଧାରଣ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏଲ  : ଆଜି ମୁମ୍ବଇ ବନାମ ହାଇଦରାବାଦ

ଆଇପିଏଲ : ଆଜି ମୁମ୍ବଇ ବନାମ ହାଇଦରାବାଦ

Read More...

ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: