ଆରମ୍ଭ ହେବ ସକାଳ ୫ରୁ ମତଦାନ - ସୁପ୍ରିମକୋର୍ଟ

May 02, 2019, ଦେଶଦୁନିଆ, , Bhagyaprabha News Bureau
ଆରମ୍ଭ  ହେବ ସକାଳ ୫ରୁ ମତଦାନ - ସୁପ୍ରିମକୋର୍ଟ
Bhagyaprabha News Bureau
May 02, 2019

ଆଗାମୀ ପର୍ଯ୍ୟାୟ ମତଦାନ ସକାଳ ୭ ପରିବର୍ତ୍ତେ ୫ଟାରୁ ଆରମ୍ଭ କଲେ ଅସବିଧା କଣ ହେବ? ନିର୍ବାଚନ କମିଶନଙ୍କୁ ଏହା ପଚାରିଛନ୍ତି ସୁପ୍ରିମକୋର୍ଟ। ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି।ଏଥିପାଇଁ ଜରୁରୀ କାଳୀନ ଭିତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି।ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ୩ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି। ମେ' ୧୯ରେ ଅନ୍ତିମ ମତଦାନ ରହିଛି। ମେ' ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
'ଫୋନି' ପାଇଁ +୨ ମୂଲ୍ୟାୟନ ବନ୍ଦ

'ଫୋନି' ପାଇଁ +୨ ମୂଲ୍ୟାୟନ ବନ୍ଦ

Read More...

ମହାବାତ୍ୟା ଫନୀ ଯୋଗୁଁ  ଟ୍ରେନ୍ ବାତିଲ୍

ମହାବାତ୍ୟା ଫନୀ ଯୋଗୁଁ ଟ୍ରେନ୍ ବାତିଲ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: