ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ

May 05, 2019, ରାଜନୀତି, , Bhagyaprabha News Bureau
 ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ
Bhagyaprabha News Bureau
May 05, 2019

୨୦୧୯ ସାଧାରଣ ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ମତଦାନ ସରିଯାଇଛି । ଗତକାଲି ପଞ୍ଚମ ପର୍ଯ୍ୟାୟ ନନିର୍ବାଚନୀ ପ୍ରଚାରର ଶେଷ ଦିନରେ ଜୋରସୋରରେ ନିର୍ବାଚନ ପ୍ରଚାର କରି ବିଭିନ୍ନ ଦଳର ହେଭୱେଟ ନେତା ରୋଡ ସୋ , ରାଲି କରିବା ସହ ଷ୍ଟାର ପ୍ରଚାରକ ମାନେ ପ୍ରଚାର କରିଛନ୍ତି । ତେବେ ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଜାମ୍ମୁ କାଶ୍ମିର ସୋପିଆନ ଜିଲ୍ଲାର ଲଦାଖ ଓ ପୁଲୱାମା ଠାରେ ମଧ୍ୟ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡିଛି ।


ଉତ୍ତର ପ୍ରଦେଶର -୧୪


ରାଜସ୍ଥାନର -୧୨


ମଧ୍ୟ ପ୍ରଦେଶ-୭


ପଶ୍ଚିମ ବଙ୍ଗ- ୭


ବିହାର-୫


ଝାଡଖଣ୍ଡ -୪




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୋନିରେ  ଭାଙ୍ଗିଲା ୫,୨୪୪ ସ୍କୁଲ, ଭୁଷୁଡିଲା ୧,୦୩୧ ସ୍ୱାସ୍ଥ୍ୟକେନ୍ଦ୍ର

ଫୋନିରେ ଭାଙ୍ଗିଲା ୫,୨୪୪ ସ୍କୁଲ, ଭୁଷୁଡିଲା ୧,୦୩୧ ସ୍ୱାସ୍ଥ୍ୟକେନ୍ଦ୍ର

Read More...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: