ପୁଣି ଦେଖାଗଲାଣି ବାର୍ଡ ଫ୍ଲୁ ! ନିଆଳୀରେ ୪ ଦିନ ମଧ୍ୟରେ ମଲେଣି ୫୫ କୁକୁଡା

January 28, 2019, ଓଡ଼ିଶା, କଟକ, Bhagyaprabha News Bureau
ପୁଣି ଦେଖାଗଲାଣି ବାର୍ଡ ଫ୍ଲୁ ! ନିଆଳୀରେ ୪ ଦିନ ମଧ୍ୟରେ ମଲେଣି ୫୫ କୁକୁଡା
Bhagyaprabha News Bureau
January 28, 2019

କଟକ ଜିଲ୍ଲା ନିଆଳି ଅଂଚଳରେ ବାର୍ଡ ଫ୍ଲୁ ସନ୍ଦେହ । ବାହାରଣା ପଂଚାୟତ ଏବଂ ନିଆଳି ନିକଟ ଧଉଳିଆରେ ଅସ୍ୱାଭାବିକ ଭାବରେ କାଉ କୁକୁଡା ମରିପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ନିଆଳୀ ଅଂଚଳରେ ଆତଙ୍କ ଖେଳି ଯାଇଛି । ଗତ ଚାରିଦିନ ଭିତରେ ବାହାରଣା ପଂଚାୟତର ପ୍ରାୟ ୫୫ଟି ଦେଶି କୁକୁଡା ମରିପଡିଥିବା ଦେଖିବାକୁ ମିଳିଛି । କୁକୁଡା ପାଟିରୁ ଫେଣ ବାହାରି ମୃତ୍ୟ ହେଉଥିବା ଚାଷୀ କହିଛନ୍ତି ।



ସେହିପରି ଗତକାଲି ବାହାରଣା ଗାଁରେ ୩ଟି ଧଉଳିଆରେ ୬ଟି କାଉଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଗାଁରେ ପହଂଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନ୍ମମାଟିରେ ଜଳିଲା ସହିଦ ପୁଅର ଚିତା, ଶୋକାକୁଳ ପରିବେଶ

ଜନ୍ମମାଟିରେ ଜଳିଲା ସହିଦ ପୁଅର ଚିତା, ଶୋକାକୁଳ ପରିବେଶ

Read More...

ପଦ୍ମ ଧରିଲେ ଅଭିନେତ୍ରୀ ଈଶା କୋପ୍ପିକର, ମିଳିଲା ଏହି ଦାୟିତ୍ୱ

ପଦ୍ମ ଧରିଲେ ଅଭିନେତ୍ରୀ ଈଶା କୋପ୍ପିକର, ମିଳିଲା ଏହି ଦାୟିତ୍ୱ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: