ସଂଯୁକ୍ତା ଚରିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି ମିସ୍‌ ଇଣ୍ଡିଆ ମାନୁଷୀ ଚିଲର!

May 08, 2019, ମନୋରଞ୍ଜନ, , Bhagyaprabha News Bureau
ସଂଯୁକ୍ତା ଚରିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି ମିସ୍‌ ଇଣ୍ଡିଆ ମାନୁଷୀ ଚିଲର!
Bhagyaprabha News Bureau
May 08, 2019

ମିସ୍‌ ଇଣ୍ଡିଆ-୨୦୧୭ର ତାଜ୍‌ ଜିତିବା ପରେ ମାନୁଷୀ ଚିଲରଙ୍କ ବଲିଉଡ୍‌ରେ ପ୍ରବେଶକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । ଅନେକ ଥର ମାନୁଷୀ ମଧ୍ୟ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ସହ ଅଭିନୟ କରିବରେ ଇଚ୍ଛା ଜାହିର କରି ସାରିଛନ୍ତି । କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ, ଆମୀର ଖାନ୍‌ ନୁହନ୍ତି ବରଂ ଖିଲାଡୀ ଅକ୍ଷୟ କୁମାରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ମାନୁଷୀ । ଦୁହେଁ ପୃଥ୍ଵୀରାଜ ଚୌହାନଙ୍କ ବାୟୋପିକ୍‌ରେ ସ୍କ୍ରିନ୍‌ ସେୟାର କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ୟଶରାଜ ଫିଲ୍ମସ୍‌ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେବେ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । ଫିଲ୍ମରେ ସଂଯୁକ୍ତା ଚରିତ୍ରରେ ମାନୁଷୀ ନଜର ଆସିବେ ବୋଲି ଜଣା ପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ରେଜିଷ୍ଟ୍ରେସନ ତାରିଖ

ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ରେଜିଷ୍ଟ୍ରେସନ ତାରିଖ

Read More...

ପ୍ରଧାନମନ୍ତ୍ରୀ  ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ବିରୁଦ୍ଧରେ ପିଟିସନ୍‌ ଖାରଜ - ସୁପ୍ରିମ୍‌ କୋର୍ଟ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ବିରୁଦ୍ଧରେ ପିଟିସନ୍‌ ଖାରଜ - ସୁପ୍ରିମ୍‌ କୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: