ରଥଖଳାରେ ତୁମ୍ବ ପାଇଁ ଆରମ୍ଭ ହେଲା କାଠକଟା

May 10, 2019, ଶିକ୍ଷା, ପୁରୀ, Bhagyaprabha News Bureau
ରଥଖଳାରେ ତୁମ୍ବ ପାଇଁ ଆରମ୍ଭ ହେଲା କାଠକଟା
Bhagyaprabha News Bureau
May 10, 2019

ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥ ଖଳା। ତୁମ୍ବ ନିର୍ମାଣ ପାଇଁ ବୁଧବାର ଆରମ୍ଭ ହୋଇଛି କାଠକଟା। ତିନି ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିଥିବା ୫ ଫୁଟ ଗୋଲେଇର ଫାଶୀକାଠକୁ କରତିମାନେ କାଟୁଛନ୍ତି। ଏହାପରେ ତିନି ରଥ ପାଇଁ ୪୨ଟି ତୁମ୍ବି ନିର୍ମାଣ ହେବ। ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, ବଳଭଦ୍ରଙ୍କ ତାଳଧ୍ୱଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ରଙ୍କ ସମେତ ୨୦ ଜଣ ରଥ ନିର୍ମାଣ କାମରେ ଲାଗିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

Read More...

  ଓୟୁଏଟି ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ

ଓୟୁଏଟି ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: