ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

May 11, 2019, ଅପରାଧ, ମୟୁରଭଞ୍ଜ, Bhagyaprabha News Bureau
ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
Bhagyaprabha News Bureau
May 11, 2019

ଉଦଳା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୋଲ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଅନ୍ତର୍ଗତ ଉଦଳା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୋଲ ତଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ରାସ୍ତାରେ ଯାଉଥିବା ଲୋକ ଦେଖିବାକୁ ପାଇଥିଲେ । ଯୁବକ ଜଣକ ପୋଲ ତଳେ ପାଣିରେ ମୁହଁ ମାଡି ପଡିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ । ତେବେ ତାଙ୍କର ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି । ତେବେ ମୃତ ଯୁବକର ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୋକାନ ଶିଡ଼ି ବାଡ଼ରେ ଯୁବକର ଝୁଲନ୍ତା ଶବ

ଦୋକାନ ଶିଡ଼ି ବାଡ଼ରେ ଯୁବକର ଝୁଲନ୍ତା ଶବ

Read More...

ରାସ୍ତା ତଳକୁ ଓଲଟି ପଡିଲା କାର୍, ଶ୍ୱଶୁର ବୋହୁ ମୃତ

ରାସ୍ତା ତଳକୁ ଓଲଟି ପଡିଲା କାର୍, ଶ୍ୱଶୁର ବୋହୁ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: